BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

II ଆଜିର ମୁଖ୍ୟ ଖବର II Top News Of The Day II

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
▪️ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSEର ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟର ରେଜଲ୍ଟ ପ୍ରକାଶ ପାଇବ।
▪️ଏକାସଙ୍ଗେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ବାହାରିବ।

ପାକିସ୍ତାନ ଟଙ୍କା ଝିଅ କରିଛି ବାପାଙ୍କୁ ମାଲେମାଲ୍‌ 
▪️ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍‌ ?
📍ତେଜରାତି ଦୋକାନୀରୁ ସିଧା ବନିଗଲେ ଚାରି ଚାରିଟା ହୋଟେଲ୍‌ ମାଲିକ ।
▪️ଝିଅ ବୁଲୁଥିଲା ଫରେନ୍‌ ରେ ବାପା ରହୁଥିଲେ ପୁରୀରେ ।
▪️ ୟୁଟ୍ୟୁବ୍‌ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା ।
▪️ଯାହାକୁ ନେଇ ଏବେ ଅସୁମାହିତ ପ୍ରଶ୍ନ ଛିଡ଼ା ହେଲାଣି ।

ପୁରୀ ଝିଅ ସହ ଜ୍ୟୋତି ମାଲହୋତ୍ରା ଲିଙ୍କ.
▪️ପ୍ରିୟଙ୍କା ସେନାପତିଙ୍କୁ ନେଇ ପୁରୀ ଏସପିଙ୍କ ସୂଚନା
▪️ତାଙ୍କ ପରିବାରର ସମ୍ପତ୍ତି ବଢ଼ିବା ଚର୍ଚ୍ଚାର ଉତ୍ତର ରଖିଲେ ଏସପି
▪️‘ପ୍ରିୟଙ୍କା ଓ ତାଙ୍କ ପରିବାରର ଆର୍ଥିକ କାରବାରର ଯାଞ୍ଚ ଚାଲିଛି’
▪️କେଉଁଠୁ ଟଙ୍କା ଆସିଛି କି ନାହିଁ, ଖୋଳତାଡ଼ ଚାଲିଛି’
▪️‘କିଛି ସମୟସୀମାରେ ହଠାତ୍ ସମ୍ପତ୍ତି ବଢ଼ିବା ନେଇ ଚର୍ଚ୍ଚା’
▪️‘ପୁରୀ ଏସପି କହିଲେ, ଏହା ପୋଲିସ ନଜରରେ ମଧ୍ୟ ଅଛି’
▪️‘ତଦନ୍ତରେ ସହାୟତା କରୁଛନ୍ତି, ସବୁ କେନ୍ଦ୍ର ଓ ରାଜ୍ୟ ଏଜେନ୍ସି’

ରାନ୍ୟା ରାଓଙ୍କୁ ମିଳିଲା ଜାମିନ
▪️ସୁନା ଚୋରା ଚାଲାଣ ମାମଲା: କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ମିଳିଲା ଜାମିନ

ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର l
▪️ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର
▪️ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଲା
▪️ଯେଉଁମାନେ CAFରେ ଆବେଦନ କରିଛନ୍ତି, ମାର୍କସିଟ୍‌ ଅପଲୋଡ୍‌ କରିପାରିବେ
▪️ପ୍ରଥମ, ଦ୍ବିତୀୟ, ତୃତୀୟ ସିଲେକ୍ସନ ଡେଟ୍‌ଲାଇନ ପରେ ପ୍ରକାଶ ପାଇବ

ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା l
▪️ଜୁଲାଇ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ ପରୀକ୍ଷା
▪️ସକାଳ ୯ଟାରୁ ୧୧ଟା ୩୦ ଯାଏଁ ହେବ ପରୀକ୍ଷା
▪️ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ପାକିସ୍ତାନ ଓ ଚୀନ ମଧ୍ୟରେ ଚୁକ୍ତି l
▪️ଅପରେସନ ସିନ୍ଦୂର ପରେ ପାକିସ୍ତାନ ଓ ଚୀନ ମଧ୍ୟରେ ଚୁକ୍ତି
▪️ପାକିସ୍ତାନକୁ ଚୀନ ଦେବ ପଞ୍ଚମ ପିଢ଼ିର ଫାଇଟର ଜେଟ୍‌
▪️ଅଗଷ୍ଟ ସୁଦ୍ଧା ୩୦ଟି ଯୁଦ୍ଧ ବିମାନ ଦେବାକୁ ହୋଇଛି ଡିଲ୍‌
▪️୫୦% ରିହାତି ଦରରେ ଫାଇଟର ଜେଟ ଦେବ ଚୀନ
▪️ବେଜିଂରେ ତାଲିମ ନେଉଛନ୍ତି ପାକ୍‌ ପାଇଲଟ: ସୂତ୍ର

ବଦଳିବ ରାଜ୍ୟ କ୍ୟାବିନେଟର ଢାଞ୍ଚା

  • ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ ବୈଠକ ତାରିଖ
  • ୩ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ ସମସ୍ତ ପ୍ରସ୍ତାବ
  • ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ ଫାଇଲ
  • CMଙ୍କ ବିନା ଅନୁମତିରେ ଯିବନି କୌଣସି ପ୍ରସ୍ତାବ

ଦୁଇ ଦିନ ଭିତରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ 
▪️ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ
▪️ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା

ଭୁବନେଶ୍ୱରରୁ ଅଣପ୍ରବେଶକାରୀ ବାଂଲାଦେଶୀଙ୍କୁ ହଟାଯିବ
▪️ଏନେଇ ସୂଚନା ଦେଲେ ମେୟର ସୁଲୋଚନା ଦାସ
▪️ସରକାର ନେଇଥିବା ନିଷ୍ପତିକୁ ସହଯୋଗ କରିବ BMC
▪️ଖାତା ଖତିୟାନ୍ ନଥିବା ବାଂଲାଦେଶୀଙ୍କୁ ସହରରରୁ ବାହାର କରାଯିବ
▪️ଦେଶର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ କହିଛନ୍ତି
▪️ଭୋଟର ପରିଚୟ ପତ୍ର, ଆଧାର, ରାସନ କାର୍ଡ ଯାହାର ଅଛି ତାଙ୍କର ସମସ୍ୟା ନାହିଁ
▪️ଯେଉଁମାନେ ସୀମା ପାର ହୋଇ ଆସୁଛନ୍ତି ତାଙ୍କୁ ଚିହ୍ନଟ କରାଯିବ

ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଛି…
▪️ମହାପ୍ରଭୁଙ୍କ ରଥର କଣ ଗୁଜ ସିଂହବିରାଳ କାମ କରୁଛି।
▪️ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଛି ।
▪️ଏବେ ମୁଁ କାମ ଶିଖୁଛି।
▪️ କୁନି ରୂପକାର ସେବାୟତ

ଦିନରେକେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
▪️ ଅଗାମୀ ୪ରୁ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ ।
▪️ ମୌସୁମୀ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ।

‘କିଡ୍‌ନୀ ଭଳି ରୋଗରେ ଆକ୍ରାନ୍ତ ମାସ୍କ ପିନ୍ଧନ୍ତୁ’
▪️କୋଭିଡ୍ ସତର୍କତା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା
▪️ବହୁବିଧ ରୋଗରେ ଆକ୍ରାନ୍ତ ଲୋକେ ସାବଧାନ ରହିବାକୁ ପରାମର୍ଶ
▪️’କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ’
▪️’ଏବେ ବ୍ୟାପିଥିବା କୋଭିଡ୍ ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ୍
▪️’ଓଡ଼ିଶାରୁ ଚିହ୍ନଟ ହେଲେ ଜିନମ୍‌ ସିକ୍ୟୁଏନସ୍‌ ପାଇଁ ପଠାଯିବ’
▪️ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ

ବେଙ୍ଗାଲୁରୁ ବର୍ଷା ବିତ୍ପାତ; ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ 
▪️ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା, ଆଜି ଜଣଙ୍କ ମୃତ୍ୟୁ
▪️ପ୍ରବଳ ବର୍ଷା ପରେ ସହରରେ ଉପୁଜିଛି ଜଳବନ୍ଦୀ ସ୍ଥିତି
▪️ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ପାଣି

ହଂକଂରେ ବୃଦ୍ଧି ପାଉଛି କୋରୋନା ମାମଲା
▪️କୋରନା ମାମଲା ବୃଦ୍ଧି ନେଇ ସତର୍କ ଭାରତ
▪️DGHSଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
▪️ସିଙ୍ଗାପୁରରେ ବି ବଢ଼ୁଛି କୋରୋନା ମାମଲା

ମୁମ୍ବାଇରେ ୨ ଜଣ କୋରାନା ଆକ୍ରାନ୍ତଙ୍କ ହେଲା ମୃତ୍ୟୁ 
▪️ମୁମ୍ବାଇର KEM ହସ୍ପିଟାଲରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ
▪️ଉଭୟ ମୃତକ ଗୁରୁତର ରୋଗରେ ପୀଡ଼ିତ ଥିଲେ
▪️ଜଣେ ମୁଖ କର୍କଟ ରୋଗରେ ପୀଡ଼ିତ ଥିଲେ
କର୍କଟ ସହ କୋରୋନା ଆକ୍ରାନ୍ତ ହୋଇଥିଲେ

୧୨ ଦିନ ପରେ ଖୋଲିଲା ସ୍କୁଲ
▪️ଅଖନୁର୍‌ ସ୍କୁଲରେ ଶୁଭିଲା ଭାରତ ମାତା କି ଜୟ ।
▪️ଜାତୀୟ ପତାକା ଧରି ଛାତ୍ରଛାତ୍ରୀ କହିଲେ, ଭାରତୀୟ ସେନା ଜିନ୍ଦାବାଦ୍‌ l

ଏସିଆର କିଛି ଅଞ୍ଚଳରେ କରୋନା କେସ୍ ପୁନର୍ବାର ବୃଦ୍ଧି ପାଇଛି। ହଙ୍ଗକଙ୍ଗ ଏବଂ ସିଙ୍ଗାପୁରରେ ଗୁରୁତର ଭାବେ କେସ୍ ବଢିଛି।

ଭାରତରେ ପିଛିଲା ୭ ଦିନରେ ୧୬୪ଟି କରୋନା କେସ୍ ରିପୋର୍ଟ ହୋଇଛି।

କେରଳ – ୬୯

ମହାରାଷ୍ଟ୍ର – ୪୪

ତମିଳନାଡୁ – ୩୪

ଖରା ଦିନରେ ଖାଲି ମନୁଷ୍ୟ ମାନଙ୍କୁ ଗରମ ହେlଇନଥାଏ ମହାପ୍ରଭୁ ମାନଙ୍କୁ ମଧ୍ୟ ଗରମ ଲାଗିଥାଏ ସେଥିପାଇଁ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ସ୍ଥିତ ଚନ୍ଦନ କୁଣ୍ଡ ବା ଜଳ ମଧ୍ୟରେ ବୁଡ଼ି ରହିଛନ୍ତି ପଞ୍ଚ ମହାଦେବ ବା ପଞ୍ଚୁ ପାଣ୍ଡବ

୧. ଶ୍ରୀ ଜମେଶ୍ୱର ମହାଦେବ
2. ୨. ଶ୍ରୀ ଲୋକନାଥ ମହାଦେବ
3. ୩. ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ
4. ୪. ଶ୍ରୀ କପାଳ ମୋଚନ ମହାଦେବ
5. ୫. ଶ୍ରୀ ମାର୍କଣ୍ଡେୟ ମହାଦେବ

ହାଇଦ୍ରାବାଦରେ ବିସ୍ପୋରଣ ଯୋଜନା ହେଲା ପଣ୍ଡ l
▪️ISIS ଆତଙ୍କୀ ସହ ଲିଙ୍କ ଥିବା ୨ ଅଭିଯୁକ୍ତ ଗିରଫ
▪️୨ ଅଭିଯୁକ୍ତ ସିରାଜ ଉର ରେହମାନ ଓ ସୟଦ ସମୀର
▪️ଆନ୍ଧ୍ର ପ୍ରଦେଶରୁ ଅଭିଯୁକ୍ତ ରେହମାନକୁ ଧରିଲା ପୋଲିସ
▪️ଉଭୟଙ୍କ ନିକଟରୁ ବିସ୍ପୋରକ, କେମିକାଲ ପାଉଡର ଜବତ
▪️ହାଇଦ୍ରାବାଦରେ ବିସ୍ପୋରଣ କରିବାକୁ ଯୋଜନା କରୁଥିବା ସନ୍ଦେହ