BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ମୁଖ୍ୟ ଖବର II Top News Of The Day II

ଅଳ୍ପକେ ବର୍ତ୍ତିଲା କାନିମୋଝିଙ୍କ ବିମାନ l
▪️ଆକାଶରେ ବୁଲିଲା ମସ୍କୋ ଗସ୍ତରେ ଥିବା ସର୍ବଦଳୀୟ ଟିମ୍‌ର ବିମାନ
▪️ୟୁକ୍ରେନର ଡ୍ରୋନ୍‌ ଆଟାକ୍‌ ପାଇଁ ସାମୟିକ ବନ୍ଦ ରହିଲା ମସ୍କୋ ବିମାନବନ୍ଦର
▪️ବିମାନବନ୍ଦର ବନ୍ଦ ଯୋଗୁଁ ଆକାଶରେ ଚକର କାଟିଲା ବିମାନ
▪️ଦୀର୍ଘ ସମୟ ପରେ ପାଇଲଟ ବିମାନକୁ ଅବତରଣ କରାଇଲେ
▪️ଡ଼ିଏମ୍‌କେ ସାଂସଦ କାନିମୋଝୀଙ୍କ ନେତୃତ୍ବରେ ମସ୍କୋ ଗସ୍ତରେ ରହିଛି ଟିମ୍‌.
▪️ଅପରେସନ ସିନ୍ଦୂରକୁ ନେଇ ବିଦେଶ ଗସ୍ତରେ ରହିଛି ସର୍ବଦଳୀୟ ଟିମ୍‌.

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୋଲିସ ASI ଓ ହୋମ୍‌ଗାର୍ଡ
▪️ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ
▪️୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
▪️କେସ୍ ଡାଏରୀରୁ ନାଁ ହଟାଇବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଆଜି ପ୍ରଧାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ l
▪️ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ଆଜିଠାରୁ ଆରମ୍ଭ ହେବ +୨ ନାମଲେଖା ପାଇଁ ଆବେଦନ
▪️ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ +୨ ନାମଲେଖା ପ୍ରକ୍ରିୟା
▪️ସାମ୍‌ସ ପୋର୍ଟାଲରେ କରିପାରିବେ ନାମ ପଞ୍ଜିକରଣ
▪️samsodisha.gov.inରେ କରିପାରିବେ ଆବେଦନ
▪️ଜୁଲାଇ ୭ରେ ଆସିବ ପ୍ରଥମ ମେରିଟ୍ ଲିଷ୍ଟ
▪️୮ରୁ ୧୪ ଜୁଲାଇ ମଧ୍ୟରେ ହେବ ନାମଲେଖା
▪️ଜୁଲାଇ ୨୪ରୁ +୨ ପାଠପଢ଼ା ଆରମ୍ଭ

ଆରବ ସାଗରରେ ସୃଷ୍ଟି ହେଲା ଅବପାତ
▪️ଅବପାତରେ ପରିଣତ ହେଲା ସକ୍ରିୟ ଲଘୁଚାପ
▪️ସକାଳ ସାଢ଼େ ୫ଟାର ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ
▪️ଆଗାମୀ କିଛି ଘଣ୍ଟାରେ ସ୍ଥଳଭାଗ ଅତିକ୍ରମ କରିବ

ପାଚିଲା ଆମ୍ବ ନାଁରେ ବିଷ ବେପାର !
▪️ବଜାରରେ ମିଳୁଥିବା କିସମ କିସମର ଆମ୍ବ କିଣି ଖାଉଛନ୍ତି କି ଆପଣ ?
▪️ ହାଟ ବଜାରରେ ରାଜ୍ କରୁଥିବା ପାଚିଲା ଆମ୍ବ ମୋହରେ ପଡ଼ିଯାଉଛନ୍ତି କି ?
▪️ଯଦି ହଁ, ତେବେ ସାବଧାନ୍ !
▪️କାରଣ ସଚେତନତା ଅଭାବର ଫାଇଦା ନେଉଛନ୍ତି ମୁନାଫାଖୋର୍ ବ୍ୟବସାୟୀ।

ଯୁକ୍ତ ଦୁଇ ରିଚେକିଂ ଓ ରି-ଆଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ l
▪️ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ରିଚେକିଂ ଓ ରି-ଆଡିସନ୍ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
▪️ଏନେଇ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
▪️ ଆସନ୍ତା ମେ’ ୩୦ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
▪️ ଏଥିପାଇଁ ୨୦୦ ଟଙ୍କା ଫିସ୍ ଦେବାକୁ ପଡିବ ।
▪️ପ୍ରତ୍ୟେକ ଖାତା ପାଇଁ ୨୦୦ ଟଙ୍କା ଫିସ୍ ରହିଛି ।

ଏଣିକି ମଠ ମନ୍ଦିର ତିଆରି କରିବେ ସରକାର l
▪️ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭାଙ୍ଗି ଦେଇଥିଲେ ପୂର୍ବ ସରକାର
▪️୮୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା ।
▪️କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା ।
▪️ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

ମାଓ ମୁକ୍ତ ହେବ ଭାରତ l
▪️ମାଓ ମୂଳପୋଛ ପାଇଁ ଚାଲିଥିବା ଅପରେସନରେ ସଫଳତା ମିଳୁଛି ।
▪️ ବିଗତ ୧୦ବର୍ଷରେ ୮୫ପ୍ରତିଶତ ମାଓ ହିଂସା କମିଥିବା ବେଳେ ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର ଆଗେଇ ଚାଲିଛନ୍ତି ବୀର ଯବାନ ।

ଗିଫ୍ଟ ମିଳିଲା ହେଲେ ଲାଭ କଣ ?
▪️ରାଜପ୍ରାସାଦ ଠାରୁ କମ୍ ନୁହେଁ ଏହି ବିମାନ ।
▪️ ୨୦୨୯ ଯାଏଁ ବ୍ୟବହାର କରିହେବନି ବିମାନ ।
▪️ସୁରକ୍ଷା ମାନକ ପାଇଁ ଅଟକିଲା ନିଷ୍ପତ୍ତି ।
▪️ ନୂତନ ପରିବର୍ତ୍ତନ ପାଇଁ ଲାଗିବ ୫ ବର୍ଷ ।

ଦିନ ଯାକର ବଡ  ଖବର

  • କୋରୋନା ପୁନଃବାର୍ତ୍ତନ, ଦିଲ୍ଲୀରେ କୋଭିଡ୍‌ ବେଡ୍‌, ଅକ୍ସିଜେନ୍‌ ଓ ଔଷଧ ସହିତ ହସ୍ପିଟାଲ ଗାଇଡଲାଇନ୍‌ ଜାରି, ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ବୃଦ୍ଧି।
  • ହାବେରୀ ଗଣବଳାତ୍କାର ମାମଲାର ୭ ଅଭିଯୁକ୍ତଙ୍କୁ ୨୦ ତାରିଖରେ ଜାମିନ ମିଳି, ୧୬ ମାସ ପରେ ମୁକ୍ତି ପରେ ତାଙ୍କ ପାଇଁ ରୋଡ୍‌ଶୋ’ ଆୟୋଜିତ ହେଲା।
  • ପହଲଗାମ୍‌ ଆତଙ୍କବାଦୀ ପରେ ଭାରତ ସିନ୍ଧୁନଦୀ ଜଳଚୁକ୍ତି ବନ୍ଧ କରିଥିବାରୁ ପାକିସ୍ତାନର ସଙ୍କଟ ବଢିଛି। ସୟେଦ ଅଲି ଜାଫର କହିଛନ୍ତି, ସମାଧାନ ନ ମିଳିଲେ ବହୁ ଲୋକ ମରିବେ।
  • ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର 10ମ ଗଭର୍ନିଂ କାଉନସିଲ୍ ବୈଠକ ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ହେବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଯୋଗଦେବେ।
  • ଭୁବନେଶ୍ୱରର ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏସସି/ଏସଟି ପ୍ରାର୍ଥୀଙ୍କୁ ମାସିକ ୧,୦୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ ନିଯୁକ୍ତି ଭିତ୍ତିକ ତାଲିମ ଦେଉଛି।
  • ଏହା ଏକ ଅଭିନବ ସୁଯୋଗ ଯାହା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଉପଯୁକ୍ତ।
  • ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତମାଖୁ ଓ ନିଶାଦ୍ରବ୍ୟ ସେବନର କ୍ଷତିକାରକ ପ୍ରଭାବରୁ ଛାତ୍ର ଓ ଯୁବପିଢ଼ିକୁ ସୁରକ୍ଷିତ ରଖିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
  • ଜୁନ୍ ୨୭ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ।
  • ଛତିଶଗଡ଼ ବିଜାପୁରରେ ୮୮ ଲକ୍ଷ ପୁରସ୍କାରରେ ଥିବା PLGA ଡେପୁଟି କମାଣ୍ଡର ସହ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
  • କୋରୋନା ପୁନଃବାର୍ତ୍ତନ; ଦିଲ୍ଲୀରେ ହସ୍ପିଟାଲ ଗାଇଡଲାଇନ୍‌ ଜାରି; ମହାରାଷ୍ଟ୍ର-କେରଳରେ ଆକ୍ରାନ୍ତ ବୃଦ୍ଧି।
  • ହାବେରୀ ଗଣବଳାତ୍କାର: ୭ ଅଭିଯୁକ୍ତ ୨୦ ତାରିଖରେ ଜାମିନ ପାଇଲେ; ମୁକ୍ତି ପରେ ରୋଡ୍‌ ଶୋ।
  • ପହଲଗାମ୍‌ ଆକ୍ରମଣ ପରେ ଭାରତ ଜଳଚୁକ୍ତି ବନ୍ଧ କଲା; ପାକିସ୍ତାନରେ ସଙ୍କଟ ବୃଦ୍ଧି।
  • ମୋଦୀ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ; ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ଯୋଗଦେବେ।
  • ଭୁବନେଶ୍ୱର: ଏସସି/ଏସଟି ପାଇଁ ଷ୍ଟାଇପେଣ୍ଡ ସହିତ ତାଲିମ ଆରମ୍ଭ; ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ।
  • ଶିକ୍ଷା ବିଭାଗ: ତମାଖୁ ଓ ନିଶା ପ୍ରତି ବିରୋଧରେ କଠୋର ପଦକ୍ଷେପ।
  • ଜୁନ୍ ୨୭ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ।
  • ଛତିଶଗଡ଼ ବିଜାପୁରରେ ୮୮ ଲକ୍ଷ ପୁରସ୍କାରରେ ଥିବା PLGA ଡେପୁଟି କମାଣ୍ଡର ସହ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

List of important numbers for every person, all numbers are toll free…*
_________
▪️CM Complaint Portal👉181
▪️Electricity Service👉1912
▪️Animal Service👉1962
▪️Police Service👉112,100
▪️Fire Service👉101
▪️Ambulance Service👉102
▪️Traffic Police👉103
▪️Disaster Management👉108
▪️Child Line👉1098
▪️Railway Inquiry👉139
▪️Anti-Corruption👉1031
▪️Rail Accident👉1072
▪️Road Accident👉1073
▪️CM Helpline👉1076
▪️Crime Satire👉1090
▪️Women Helpline👉1091
▪️Earthquake👉1092
▪️HIV/Syphilis 👉1097
▪️Child Abuse Help👉1098
▪️Farmer Call Center👉1551
▪️Citizen Call Center👉155300
▪️Blood Bank👉9480044444
▪️Cyber Crime👉1930