BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ମୁଖ୍ୟ ଖବର II Top News of the Day II

ଭାରତର ସୀମା ଉପରେ ମହାକାଶରୁ ଇସ୍ରୋ ରଖୁଛି ନଜର
▪️ଇସ୍ରୋ ମୁଖ୍ୟ ଭି. ନାରାୟଣନଙ୍କ ବଡ଼ ସୂଚନା
▪️‘ଶତ୍ରୁ ଉପରେ ନଜର ରଖିଛି ୧୦ ସାଟେଲାଇଟ’
▪️‘ସାଟେଲାଇଟରେ ଦେଶର ୭ ହଜାର କିମି ସମୁଦ୍ରକୂଳ’
▪️‘ସାଟେଲାଇଟ ଦ୍ବାରା ସବୁ ଗତିବିଧି ଉପରେ ନଜର’
▪️‘ଦେଶର ସୁରକ୍ଷା ପାଇଁ ଅନବରତ କାମକରୁଛି ସାଟେଲାଇଟ୍’

ପୋଲିସ ବାବୁ ମାତାଲ
▪️ଖାକିରେ ଦାଗ
▪️ବାବୁଙ୍କ ଦେହରେ ବର୍ଦ୍ଦି, ହାତରେ ମଦ ଗ୍ଲାସ୍‌
▪️ କାର୍ଯ୍ୟରତ ଅବସ୍ଥାରେ ନିଶା ସେବନ କରୁଥିଲେ କପ୍ତିପଦା ଏଏସ୍‌ଆଇ ମିତ୍ରଭାନୁ ବାରିକ

୨୪ ଘଣ୍ଟାରେ ପହଞ୍ଚିବ ମୌସୁମୀ: ଆଣ୍ଡାମାନ ଛୁଇଁବ, ପ୍ରବଳ ବର୍ଷିବ
▪️ଆସୁଛି ମୌସୁମୀ, କାଲି ଛୁଇଁବ ଆଣ୍ଡାମାନ
▪️୨୭ ମେ ସୁଦ୍ଧା ପହଁଞ୍ଚିପାରେ କେରଳ
▪️ବଦଳିଯିବ ପାଗର ମିଜାଜ
▪️ଏପଟେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି

ଆଜି ୪୦ ଡିଗ୍ରୀ ଉପରେ ୧୯ ଟି ସହର 
▪️ରାଜ୍ୟରେ ୪୦ ଡିଗ୍ରୀ ପରେ ୧୯ ସହରର ତାପମାତ୍ରା
▪️୪୩.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର
▪️ଟିଟିଲାଗଡ଼ ୪୨.୫, ବଲାଙ୍ଗିର ୪୨, ସୁନ୍ଦରଗଡ଼ ୪୧.୮
▪️ଅନୁଗୁଳ ୪୧.୭, ହୀରାକୁଦ ଓ ଝାରସୁଗୁଡ଼ା ୪୧.୬ ଡିଗ୍ରୀ
▪️ସୋନପୁର ୪୧.୪, ବୌଦ୍ଧ ଓ ପାରଳାଖେମୁଣ୍ଡି ୪୧.୨

ରାମକୃଷ୍ଣ ଦାସ ମହାପାତ୍ର ହେଲେ ନିଲମ୍ବିତ
▪️ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ
▪️୩୦ ଦିନ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ସେବା ମନା
▪️ନୋଟିସର ସନ୍ତୋଷଜନକ ଉତ୍ତର ଦେଇପାରିଲେନି ରାମକୃଷ୍ଣ
▪️ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ଅଭିଯୋଗ
▪️ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟିକଲେ ବଢ଼ିବ ନିଲମ୍ବନ ଅବଧି

ଖୋଲିଲା ୩୨ଟି ବିମାନବନ୍ଦର
▪️ବନ୍ଦ ଥିବା ସବୁ ବିମାନବନ୍ଦର କାର୍ଯ୍ୟକ୍ଷମ
▪️ସୁରକ୍ଷା ଦୃଷ୍ଟିରୁ ମେ ୧୫ ଯାଏ ବନ୍ଦ ଥିଲା ୩୨ଟି ବିମାନବନ୍ଦର
▪️ଭାରତ-ପାକ୍‌ ଯୁଦ୍ଧ ସ୍ଥିତିକୁ ଦେଖି ବନ୍ଦ ଥିଲା ଏୟାରପୋର୍ଟ
▪️ସ୍ଥିତି ସ୍ବାଭାବିକ ହେବା ପରେ ଯାତ୍ରୀଙ୍କ ପାଇଁ ଖୋଲିଲା ବିମାନ ବନ୍ଦର
▪️ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି

ଆଜିଠୁ ଭୁବନେଶ୍ବର ନୂଆ ଷ୍ଟେସନ୍‌ରୁ ଗଡ଼ିଲା ଟ୍ରେନ୍‌ 
▪️ ନୂଆ କରି ୩ ଏକ୍ସପ୍ରେସ୍ ଆରମ୍ଭ ହେଲା
▪️ ଗଡ଼ିଲା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ,
▪️ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଓ
▪️ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ

ମଙ୍ଗଳବାର ବାହାରିବ CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ
▪️ଦିନ ୧୦ଟାରେ ପ୍ରକାଶ ପାଇବ ପରୀକ୍ଷାଫଳ
▪️CBSE ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
cbse.gov.in ଓ cbseresults.nic.in ରେ ରେଜଲ୍ଟ
▪️ଦଶମ ଓ ଦ୍ବାଦଶ ପରୀକ୍ଷା ଦେଇଛନ୍ତି ୪୨ ଲକ୍ଷ ପରୀକ୍ଷାର୍ଥୀ

ମଙ୍ଗଳବାର ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା କରିବ ବିଜେପି
▪️ଅପରେସନ ସିନ୍ଦୂର’ର ସଫଳତାକୁ ନେଇ ଦେଶବ୍ୟାପୀ କରିବ ତ୍ରିରଙ୍ଗା ଶୋଭାଯାତ୍ରା
▪️ମେ’ ୨୪ ତାରିଖ ଯାଏଁ ଚାଲିବ ତ୍ରିରରଙ୍ଗା ଶୋଭାଯାତ୍ରା