- ବ୍ରହ୍ମୋସ୍ର ସଫଳତାକୁ ନେଇ ସାରା ବିଶ୍ବ ଚକିତ : କ୍ଷେପଣାସ୍ତ୍ର କିଣିବାକୁ ୧୭ ରାଷ୍ଟ୍ରଙ୍କ ଧାଡ଼ି
- ଆହୁରି ୩ ଦିନ ଗୁଳୁଗୁଳି : ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା….
- ବଢ଼ିଲା ଏସ୍. ଜୟଶଙ୍କରଙ୍କ ସୁରକ୍ଷା : ବୁଲେଟପ୍ରୁଫ୍ ଗାଡ଼ି ସହ ମିଳିଲା ‘Z’ କ୍ୟାଟାଗୋରି ସୁରକ୍ଷା
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
▪️ଦକ୍ଷିଣ ବଙ୍ଗୋପ ସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗର ଆଡକୁ ହେଉଛି ଅଗ୍ରସର
▪️ଆସନ୍ତା ମେ ୨୭ ତାରିଖକୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।
▪️ ସେପଟେ ତାତିଠୁ ବଳିଗଲା ଗୁଳୁଗୁଳି ।
▪️ ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ରେକର୍ଡ ହୋଇଛି ।
▪️ ଫଳରେ ଭୁବନେଶ୍ବରରେ ଗୁଳୁଗୁଳି ଅସହ୍ୟ ହେଲାଣି ।
POK ଖାଲି କରୁ ପାକିସ୍ତାନ: MEA
▪️ଅପରେସନ ସିନ୍ଦୂରକୁ ନେଇ MEAର ପ୍ରେସିମିଟ୍
▪️POK ଭାରତ ଓ ପାକିସ୍ତାନର ଆଭ୍ୟସ୍ତରୀଣ ମାମଲା
▪️ଭାରତ ଓ ପାକିସ୍ତାନ ଏହାର ସମାଧାନ କରିବେ
▪️‘ଏଥିରେ କୌଣସି ତୃତୀୟ ପକ୍ଷର ଦଖଲ ଆବଶ୍ୟକ ନାହିଁ’
▪️J&K ମାମଲାରେ ଆମର ନୀତିରେ କୌଣସି ପରିବର୍ତ୍ତନ ହେବନି
▪️‘ଆମର ସେନା ପାକିସ୍ତାନକୁ ସଠିକ ଜବାବ ଦେଇଛି’
ପୁଣି ଓଡିଶାକୁ ବାତ୍ୟା ଭୟ
▪️ଆସନ୍ତା ମେ ୨୪ତାରିଖରୁ ୨୬ ତାରିଖ ଭିତରେ ଓଡିଶା ଓ ପଶ୍ମିମବଙ୍ଗ ଉପରେ ପ୍ରଭାବ ପକାଇବ ବାତ୍ୟା ଶକ୍ତି : ଭୟଭୀତ ନହୋଇ ରୁହନ୍ତୁ ସତର୍କ ।
ବିଏସ୍ଏଫ୍ ଯବାନ୍ଙ୍କୁ ଛାଡ଼ିଲା ପାକିସ୍ତାନ ।
▪️ ଅଟ୍ଟାରୀ-ୱାଘା ସୀମା ଦେଇ ଫେରିଲେ ଭାରତ ।
▪️୨୧ ଦିନ ପାକିସ୍ତାନ କବ୍ଜାରେ ରହିବା ପରେ ଘରକୁ ଫେରିଲେ ପୂର୍ଣ୍ଣମ କୁମାର ।
▪️ ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଏପ୍ରିଲ ୨୩ରୁ ପାକିସ୍ତାନରେ ଅଟକ ଥିଲେ କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ ।
ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗୱାଇ l
▪️ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ l
▪️ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଆରୋହଣ କରିବାରେ ପ୍ରଥମ ବୌଦ୍ଧ ଏବଂ ଅନୁସୂଚିତ ଜାତିରୁ ଏକମାତ୍ର ଦ୍ୱିତୀୟ ବିଚାରପତି ହୋଇଛନ୍ତି l
▪️ତାଙ୍କର ପଦୋନ୍ନତି ଐତିହାସିକ ଏବଂ ପ୍ରତୀକାତ୍ମକ, ନ୍ୟାୟପାଳିକା ଦ୍ୱାରା ବଜାୟ ରହିଥିବା ଅନ୍ତର୍ଭୁକ୍ତି ଏବଂ ସାମ୍ବିଧାନିକ ନୈତିକତାର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି।
▪️ଅନେକ ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ଅଂଶ ହେବା ସହିତ ସେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ l
▪️ବାତ୍ୟା ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚାକୁ ଖଣ୍ଡନ
▪️ଏନେଇ IMD ସୂତ୍ରରୁ ଓଟିଭିକୁ ମିଳିଲା ସୂଚନା
▪️ମେ ୨୩ରୁ ୨୮ ମଧ୍ୟରେ ବାତ୍ୟା ହେବା ଚର୍ଚ୍ଚାକୁ ଖଣ୍ଡନ
ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା
▪️୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି
▪️ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା
▪️ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ କଲା
▪️ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ
▪️ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ
▪️ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ
ଭାରତରେ ତୁର୍କୀ ସୋସିଆଲ ମିଡିଆ ହେଲା ବ୍ୟାନ୍
▪️ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ
▪️ଭାରତରେ ତୁର୍କୀର ସରକାରୀ ସୋସିଆଲ ମିଡିଆ TRT ବ୍ୟାନ୍
▪️ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ବ୍ୟାନ
▪️ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିଲା
ପୁଣି ଆତ୍ମସମର୍ପଣ କଲେ ୧୪ ମାଓବାଦୀ।
▪️ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
▪️ ଦକ୍ଷିଣ ବସ୍ତର ଡିଭିଜନରେ ସକ୍ରିୟ ୫ ମହିଳା ମାଓବାଦୀ ସମେତ ମୋଟ ୧୪ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଓଡିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ !
▪️ଆସନ୍ତା ମେ ୨୩ରୁ ୨୮ ତାରିଖ ମଧ୍ୟରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।
▪️ ଓଡିଶା ଉପକୂଳ ଓ ବାଂଲାଦେଶରେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରବଳ ପ୍ରଭାବ ପଡିବ ।
ତୁର୍କୀକୁ ବ୍ୟାନ୍ ଟ୍ରେଣ୍ଡ୍ ଆରମ୍ଭ
- ବିଭିନ୍ନ ଭାରତୀୟ ସହରରେ ତୁର୍କୀକୁ ବ୍ୟାନ୍ ଟ୍ରେଣ୍ଡ୍ ଆରମ୍ଭ
- ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନ ପାଇଁ ବିରୋଧ
- ଅପରେସନ ସିନ୍ଦୂର ବେଳେ ତୁର୍କୀ ପାକିସ୍ତାନକୁ ଡ୍ରୋନ୍ ଦେଇଥିଲା
- ତୁର୍କୀରୁ ଆସୁଥିବା ସେଓକୁ ବୟକଟ୍ କଲେ ପୁଣେ ସହରବାସୀ
- ଏହାଦ୍ବାରା ୧ ହଜାରରୁ ୧୨ ଶହ କୋଟି କ୍ଷତି ସହିବ ତୁର୍କୀ
- ଆର୍ଥିକ ଚାପ ପାଇଁ ନୁହେଁ, ସୈନ୍ୟଙ୍କ ମନୋବଳ ବୃଦ୍ଧି ପାଇଁ ବୟକଟ୍
ଆତଙ୍କୀଙ୍କ ସୂଚନା ଦେଲେ ୨୦ ଲକ୍ଷ
▪️ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି
▪️୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସି
▪️ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା
▪️ସୂଚନା ପ୍ରଦାନକାରୀଙ୍କ ତଥ୍ୟ ଗୋପନ ରଖିବ ଏଜେନ୍ସି
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ
▪️ବାଜି ମାରିଲେ ଛାତ୍ରୀ।
▪️ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି ।
▪️ଦ୍ବାଦଶରେ ୮୮.୩୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି
▪️ଭୁବନେଶ୍ବରରେ ପାସ୍ହାର ରହିଛି ୮୩.୬୪%
▪️ଦେଶରେ ଛାତ୍ରୀଙ୍କ ପାସ୍ହାର
▪️୯୧.୬୪%, ଛାତ୍ରଙ୍କ ପାସ୍ହାର ୮୫.୭୦%
▪️JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍
ରାଜଧାନୀରେ ‘ଆମ ବସ୍’ ସେବା ହେଲା ଠପ୍
▪️ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍’ ସେବା ଠପ୍
▪️ବିନା କାରଣରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
▪️ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟର୍
▪️ଆମ ବସ୍’ ଡିପୋରେ ବସ୍ ରଖି ଆନ୍ଦୋଳନରେ ବସିଲେ