BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆଜିର ଖବର | ତାରିଖ:୨୧/୦୭/୨୦୨୫ | ସୋମବାର

୧-ଭୁବନେଶ୍ୱର:ବାରମ୍ବାର ବିଭିନ୍ନ ପରୀକ୍ଷା ପରିଚାଳନାରେ ତ୍ରୁଟି, ଭୋଗୁଛନ୍ତି ପରୀକ୍ଷାର୍ଥୀ, ଅନେକବାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ,ସ୍ଥାୟୀ ସମାଧାନ କେବେ ?

୨-କଟକ:OTET ପ୍ରଶ୍ନ ପ୍ରଘଟ ବିବାଦ: କ୍ରାଇମବ୍ରାଞ୍ଚରେ ମାମଲା, ବୋର୍ଡ କାର୍ଯ୍ୟାଳୟରେ ଖୋଳତାଡ଼ ଆରମ୍ଭ।

୩-ଭୁବନେଶ୍ୱର:ରାକ୍ଷୀ ପାଇଁ ସଜେଇ ହେଲାଣି ବଜାର,ଚାହିଦାରେ ଧାନ, ଜଗନ୍ନାଥ ଓ ଇଭିଲ ଆଇ ରାକ୍ଷୀ।

୪-ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,୨୩ରୁ ବଢ଼ିବ ବର୍ଷା,୨୪ରେ ଲଘୁଚାପ ସମ୍ଭାବନା।

୫-ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା ଗୁରୁତର, ଅକ୍ସିଜେନ୍ ସପୋର୍ଟରେ ଚାଲିଛି ଚିକିତ୍ସା।

୬-ଭୁବନେଶ୍ୱର:କେବଳ ଗାଡ଼ିରେ ଦିଆଯିବ, ଆଉ ଖୋଲାରେ ମିଳିବ ନାହିଁ ପେଟ୍ରୋଲ ଡିଜେଲ।

୭-ବାଲେଶ୍ବର ପୀଡ଼ିତାଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବ : ପ୍ରେସମିଟରେ ଭରସା ଦେଲେ କ୍ରାଇମବ୍ରାଞ୍ଚ ଡିଜି।

୮-କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଛନ୍ତି କେନ୍ଦୁଝର କେନ୍ଦୁପତ୍ର ବନଖଣ୍ଡ ତଥା କେନ୍ଦୁଲିଭ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକ।

୯-ଭୋର ୩ଟାରୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରୁଛନ୍ତି ଭକ୍ତ,ବୋଲବମ୍ ଧ୍ବନିରେ ଦୁଲୁକୁଛି ଏକାମ୍ର।

୧୦-ଚିତ୍ରକୋଣ୍ଡା ବନ ବିଭାଗକୁ ବଡ଼ ସଫଳତା, ୪୨ କେଜି ବାର୍‌ହା ମାଂସ ସହ ଜୀବନ୍ତ ଶାବକ ଜବତ, ୧୧ ଜଣ ଗିରଫ।

୧୧-ଭୁବନେଶ୍ୱର:ଖୋଲା ଆକାଶ ତଳେ ଅନ୍ତୋଦୟ ହିତାଧିକାରୀ,ମିଳୁନି ଦ୍ବିତୀୟ କିସ୍ତି ଟଙ୍କା।

୧୨-ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଗିରଫ।

୧୩-ନୁଆ ଦିଲ୍ଲୀ:ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟିଲା ପାଇକ ବିଦ୍ରୋହ ବିଷୟ !

୧୪-ବଳଙ୍ଗା ଥାନା ଘେରିଲେ ବିଜେଡି କର୍ମୀ, ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି।

୧୫-ପାଟଣା:ଟ୍ରେଲର ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ।

୧୬-କୋରାପୁଟ:ହାଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଦୁଇ କାର ଧକ୍କାରେ ୩ ସାଙ୍ଗଙ୍କ ମୃତ୍ୟୁ।

୧୭-ମୟୂରଭଞ୍ଜ,ପଦ୍ମନାଭପୁର ଟୋଲଗେଟ୍:ଟୋଲଗେଟ୍ ବୁଥ୍ ଉପରେ ଚଢ଼ିଗଲା କାର୍, ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ।

୧୮-ମାଲକାନଗିରି ୱେବ ସାମ୍ବାଦିକଙ୍କୁ ହାଣି ହତ୍ୟା ଘଟଣା, ହାଇଦ୍ରାବାଦରୁ ଦୁଇ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ୍‌।

୧୯-ହାଇସ୍କୁଲ ଛାତ୍ରୀ ଗର୍ଭବତୀ ! ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼,ତିନି ଜିଲ୍ଲାରୁ ଆସିଲା ସମାନ ଅଭିଯୋଗ।

୨୦-ବଣାଇ, ଗୁରୁଣ୍ଡିଆ ଥାନା:ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ପରେ ଥାନାରେ କଲା ଆତ୍ମସମର୍ପଣ।

୨୧-ଡିଜିଟାଲ ପେମେଣ୍ଟରେ ଭାରତ ବିଶ୍ଵ ଲିଡର,ଜୁନରେ UPIରେ ହୋଇଛି ୨୪ ଲକ୍ଷ କୋଟି ନେଣଦେଣ।

୨୨-ଆଜିଠାରୁ ସଂସଦର ମୈ।ସୁମୀ ଅଧିବେଶନ, ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଲେ ସରକାର।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏