BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ତାରିଖ:୦୭/୦୬/୨୫ II ଶନିବାର II

୧-ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର,ଜୈବ ପ୍ରଜୁକ୍ତି ବିଜ୍ଞାନର ବିକାଶ ପାଇଁ ଖର୍ଚ୍ଚ ହେବ ୧୧୧୩ କୋଟି, ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ ହଜାର କୋଟି ଓ ଛେଳି ଗଡ଼ ପ୍ରକଳ୍ପକୁ୧୫୧ କୋଟି ।

୨-ଏଥର ରଜରେ ରଜ ପାଗ, ବର୍ଷାରେ ଭିଜିବ ରଜ।ରଜ ବେଳକୁ ମୌସୁମୀ ଅଧିକ ସକ୍ରିୟ ହେବ ।

୩-କଟକ:ଜୁନ୍ ୨୨ ତାରିଖରେ ଗୃହରକ୍ଷୀ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।

୪-କୋଭିଡକୁ ନେଇ ବଢୁଛି ଡର; ଲକ୍ଷଣ ଥିଲେ ରଥଯାତ୍ରାକୁ ଯିବା ମନା।

୫-ରାଜ୍ୟରେ ନୂଆ ୭ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ,ଆସିପାରେ ସ୍ୱତନ୍ତ୍ର ମାର୍ଗଦର୍ଶିକା।

୬-ରଥଯାତ୍ରା ପରିଚାଳନା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ, ଆଇନ୍‌ ବିଭାଗ ପ୍ରମୁଖ ସଚିବଙ୍କୁ କମିଟିର ଆବାହକ ଦାୟିତ୍ବ।

୭-ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ମେଳା; ୭ଟି ବିଭାଗରେ ୧୨୪୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

୮-ଭୁବନେଶ୍ୱର:ନବନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ‘ଦୁର୍ନୀତି ଠାରୁ ଦୂରେଇ ରୁହ’।

୯-କଳାହାଣ୍ଡି ଡେପୁଟି କଲେକ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ଅଭିଯୋଗରେ ହେଲେ ସସପେଣ୍ଡ୍‌।

୧୦-ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡ ଘଡିର ଭୟ, ଜାରି ହେଲା ୟଲୋ ୱାର୍ଣ୍ଣିଂ।

୧୧-ବାଲେଶ୍ୱର ଏସପିଙ୍କ କାର୍ଯ୍ୟାନୁଷ୍ଠାନ, ଅନିୟମିତ କାର୍ଯ୍ୟ କରି ୫ କନେଷ୍ଟବଳ ସସ୍‌ପେଣ୍ଡ୍।

୧୨-ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା,ପୂର୍ବରୁ ଜୁନ୍‌ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

୧୩-ଭାରତ-ଇଂଲଣ୍ଡ ସିରିଜ୍‌ ନାଁ ପରିବର୍ତ୍ତନ,ଥିଲା ପଟୌଦି ଟ୍ରଫି ହେଲା ସଚିନ୍‌-ଆଣ୍ଡରସନ୍‌ ଟ୍ରଫି।

୧୪-ଭାରତରେ ଉପଗ୍ରହଭିତ୍ତିକ ଇଣ୍ଟରନେଟ ବ୍ୟବସାୟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ମିଳିଲା ଭାରତ ସରକାରଙ୍କ ଅନୁମତି।

୧୫-ବିଶ୍ଵର ସର୍ବୋଚ୍ଚ ସେତୁ, ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୬-ନୁଆ ଦିଲ୍ଲୀ:ଦେଶରେ ୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

୧୭-ମୁମ୍ବାଇ:୮୫୫ କୋଟିର ସମ୍ପତ୍ତି ବିକ୍ରି କଲେ ଅଭିନେତା ଜିତେନ୍ଦ୍ର।

୧୮-ତେଜିଲା ବିବାଦ – ଏଲନ ମସ୍କଙ୍କ ପାଇଁ ହ୍ୱାଇଟ ହାଉସ ବନ୍ଦ କଲେ ଟ୍ରମ୍ପ।

୧୯-ଢାକା: ଆସନ୍ତା ବର୍ଷ ଏପ୍ରିଲରେ ହେବ ବାଂଲାଦେଶ ନିର୍ବାଚନ।

୨୦-ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଇରାନ । ୮ ଶହ ବାଲାଷ୍ଟିକ ମିସାଇଲ କିଣିବାକୁ ଚୀନ ସହ ବଡ଼ ଡିଲ୍।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏