BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ତାରିଖ:୦୫/୦୬/୨୫ Ii ଗୁରୁବାର II

୧-ଭୁବନେଶ୍ୱର:ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ।

୨-ଓଡ଼ିଶାରେ ସତ୍ତାର ପଟ୍ଟ ପରିବର୍ତ୍ତନକୁ ପୁରିଲା ବର୍ଷେ; ବିଜେପିକୁ ମିଳିଥିଲା ବହୁମତ, କ୍ଷମତାରୁ ହଟିଥିଲା ବିଜେଡି।

୩-ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ମନ୍ତ୍ରୀଙ୍କ ରିପୋର୍ଟ ; ଜୁନ ୧୨ ପରେ ହୋଇପାରେ ମନ୍ତ୍ରିମଣ୍ଡଳର ଅଦଳବଦଳ!

୪-କୋରାପୁଟ:୪ ଘଣ୍ଟାରେ ଚାଲିଗଲା ୬ ରୋଗୀଙ୍କ ଜୀବନ , କୋରାପୁଟ ବଡ଼ ମେଡ଼ିକାଲରେ ଉତ୍ତେଜନା। ଭୁଲ୍ ଇଞ୍ଜେକସନ ଅଭିଯୋଗ ଆଣିଲେ ସମ୍ପର୍କୀୟ।

୫-ପୁରୀ:୩୫ ଦିନରେ ପହଂଚିଛି ରଥ ନିର୍ମାଣ କାର୍ଯ୍ୟ, ତିନି ରଥ ଅଖରେ ଦଣ୍ଡା ପଡ଼ିଲା।

୬-ପିଜି ନାମଲେଖା ପାଇଁ ୮ ଯାଏଁ ପସନ୍ଦ ଯୋଗ୍ୟ ଶିକ୍ଷାନୁଷ୍ଠାନ ମନୋନୟନ।SEBC ବର୍ଗଙ୍କୁ ମିଳିବ ତଥ୍ୟ ଦାଖଲ ସୁଯୋଗ।

୭-ଭୁବନେଶ୍ୱର:ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବ‌‌ନ୍ଦେ ଭାରତ ଚଳାଚଳ।

୮-ଜଗତପୁରରେ ନକଲି ମୋବିଲ କାରଖାନା ଉପରେ ଚଢାଉ; ଅପମିଶ୍ରିତ ମୋବିଲ ପ୍ରସ୍ତୁତ ନେଇ କରାଯାଇଛି ରେଡ୍‌।

୯-ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି।

୧୦-୬ରୁ ଚାରିଦିନିଆ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ଜୟଦେବ ଭବନରେ ୯ଟି ଭାଷାରେ ପ୍ରଦର୍ଶିତ ହେବ।

୧୧-ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷା ଓ ବିଶ୍ଵସ୍ତରୀୟ ପ୍ରୟୋଗଶାଳା ପାଇଁ କିଟ୍ ପଲିଟେକନିକ୍ କୁ NBAର ୨୦୨୮ ପର୍ଯ୍ୟନ୍ତ ଆକ୍ରିଡିଟେସନ ପ୍ରଦାନ, ଓଡ଼ିଶାରେ ପ୍ରଥମ।

୧୨-ରାୟଗଡା,କୁପାଖାଲ ଗାଁରେ ଅଭାବନୀୟ ଘଟଣା:ଦେଢ ମାସ ତଳେ ପ୍ରେମ ବିବାହ କରିଥିଲେ, ଝୁଲନ୍ତା ମୃତଦେହ ଉଦ୍ଧାର ହେଲା।

୧୩-ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ମହିଳା ଥାନା ASI ବବିତା ସୁନା, ୧୦ ହଜାର ଲାଞ୍ଚ ନେଇ ଧରା ପଡିଲେ।

୧୪-ପାରାଦ୍ଵୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ।

୧୫-ଓଡ଼ିଆ ଭାଷାରେ ଇଗ୍ନୋର MBA ଶିକ୍ଷା,ଜୁଲାଇ ସେସନ୍ ରୁ ଲାଗୁ।

୧୬-ଜୁଲାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ।

୧୭-୨୦୨୭ ମାର୍ଚ୍ଚ ୧ରୁ ଦେଶରେ ହେବ ଜନଗଣନା, ୧୬ବର୍ଷ ପରେ ଦେଶରେ ହେବ ଆରମ୍ଭ।

୧୮-ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିଅମ ବାହାରେ ଆଇପିଏଲ ବିଜୟ ଉତ୍ସବ ପାଳନ ସମୟରେ ଦଳାଚକଟା – ୧୧ ମୃତ, ୧୫୦ ଆହତ।

୧୯-ବେଙ୍ଗାଲୁରୁ ଦଳାଚକଟା ମାମଲାର ହେବ ମାଜିଷ୍ଟ୍ରେଟ୍ ସ୍ତରୀୟ ଯାଞ୍ଚ, ମୃତକଙ୍କ ଲାଗି ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ସରକାର।

୨୦-ବଢୁଛି ୟୁକ୍ରେନର ଶକ୍ତି, ବ୍ରିଟେନ ଦେବ ଏକ ଲକ୍ଷ ଡ୍ରୋନ; ମିସାଇଲ ଦେବାକୁ ଜର୍ମାନୀର ଘୋଷଣା।

୨୧-ଆମେରିକାକୁ ବିଷାକ୍ତ ଫଙ୍ଗସ ଆଣିବା ଉଦ୍ୟମ, ଦୁଇ ଚୀନ ବୈଜ୍ଞାନିକ ଗିରଫ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏