BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ତାରିଖ:୦୨/୦୬/୨୫ II ସୋମବାର Ii

୧-ଭୁବନେଶ୍ୱର:ଲକ୍ଷେ ୨୧ ହଜାର ପିଲା ଦେଲେ ବିଏଡ୍ ପରୀକ୍ଷା,୪ ରେ ଏମ୍ ଏଡ୍ ପରୀକ୍ଷା।

୨-୧୪ ବର୍ଷ ପରେ ହେବାକୁ ଯାଉଛି ଜନଗଣନା, କେଉଁଠି ଆପତ୍ତି ତ’ କେଉଁଠି ସମର୍ଥନ।

୩-ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣା, ସିଂହ ଦ୍ବାର ଥାନାରେ ହେଲା ଏତଲା।

୪-ଓମ୍‌ଫେଡ଼ କ୍ଷୀର ଦର ୨ ଟଙ୍କା ବଢିବ, ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ପାଇବେ ଉତ୍ପାଦକ,ଓମଫେଡ ଚାଷୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି।

୫-ରାଜ୍ୟରେ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୧କୁ ବୃଦ୍ଧି।

୬-ଆଇନ ମନ୍ତ୍ରୀଙ୍କ ଘରେ ପହଞ୍ଚିଲାଣି ଯାତ୍ରା କଳି, ମନ୍ତ୍ରୀଙ୍କୁ ଭେଟିଲେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ।

୭-ପୁରୀ:ବାପାଙ୍କ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ ଦେବା ପରେ ଚୁଟି ପକାଇଲେ ପୁଅ ବାବୁସାନ।

୮-ଫୁଲତୋଡା ନୁହେଁ, ପଡ଼ିଲା ହାତକଡି, ଅବସର ଦିନ ରେଡ୍ ପରେ ଗିରଫ ହେଲେ AEE ଏନ୍‌. ଦିଲ୍ଲୀପ କୁମାର ଚୌଧୁରୀ।

୯-ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ପଡିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, କିଏ ଓ କଣ ପାଇଁ ଏପରି ଘଟଇଲା ଜଣାପଡିନି।

୧୦-ଭଦ୍ରକ:ମଦ ଦୋକାନ ସାମ୍ନାରେ ପିଉଥିଲେ, ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ।

୧୧-ରେଢ଼ାଖୋଲ:ଜାମୁକୋଳି ଖାଇବାକୁ ଯାଇ ଅଘଟଣ, ଗଛରୁ ତଳକୁ ଖସି ନାବାଳକ ମୃତ।

୧୨-ଖୁବ ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ, ପୂର୍ଣ୍ଣାଙ୍ଗ ହୋଇ ଖୋଲିବ ଫିଲ୍ମ ସିଟି : ମୁଖ୍ୟମନ୍ତ୍ରୀ

୧୩-ରାଉରକେଲା : ଚାଲିଥିଲା ଲୁଟ୍ ବିସ୍ଫୋରକର ସନ୍ଧାନ । ଧରାପଡ଼ିଲା ୨ଟି ବିସ୍ଫୋରକ ବୋଝେଇ ଗାଡ଼ି । ବିସ୍ଫୋରକ ବୋଝେଇ ଗାଡ଼ି ଜବତ, ଗୋଦାମ ମାଲିକ ଓ ଭ୍ୟାନ ଡ୍ରାଇଭର ଅଟକ।

୧୪-ବିଦେଶରେ ଢେଙ୍କାନାଳ ହିନ୍ଦୋଳ ଆମ୍ବର ଚାହିଦା, ଲଣ୍ଡନ ଗଲା ୩୦ କ୍ବିଣ୍ଟାଲ ସୁଆଦିଆ ଆମ୍ରପଲି ଆମ୍ବ।

୧୫-IPL:ଶ୍ରେୟସଙ୍କ ବିସ୍ଫୋରକ ବ୍ୟାଟିଂରେ ମୁମ୍ବାଇ ଧରାଶାୟୀ, ଫାଇନାଲରେ ପଞ୍ଜାବ କିଙ୍ଗ୍‌ସ।

୧୬-ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ, ୩୨ ମୃତ ,୧୨ ହଜାରରୁ ଅଧିକ ଲୋକ ପ୍ରଭାବିତ।

୧୭-ହିମାଚଳ ପ୍ରଦେଶର ମଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଜଣକ ଅକାଳ ବିୟୋଗ।

୧୮-ଡେରାଡୁନ:ମାସକରେ କେଦାରନାଥ ଦର୍ଶନ କଲେ ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ, ୨୦୦ କୋଟି ଟଙ୍କାର ହୋଇଛି କାରବାର।

୧୯-ଋଷ:ରେଳଧାରଣା ଉପରେ ଭୁଶୁଡ଼ି ପଡ଼ିଲା ପୋଲ, ଟ୍ରେନ ଲାଇନଚ୍ୟୁତ ହୋଇ ୭ ମୃତ।ଟ୍ରେନଟି ୟୁକ୍ରେନ ସୀମାନ୍ତ କ୍ଲିମୋଭୋ ସହରରୁ ରାଜଧାନୀ ମସ୍କୋକୁ ଯାଉଥିଲା।

୨୦-ଅପରେସନ ‘ସିନ୍ଦୂର’ -୨ ପାଇଁ ପ୍ରସ୍ତୁତି!ପୁଣି ନିପାତ ହେବେ ପାକ୍ ଆତଙ୍କି, ଧ୍ବଂସ ହେବ ଠିକଣା, ସୀମାରେ ସୈନ୍ୟ ସଂଖ୍ଯା ବୃଦ୍ଧି, ହାଇ ଆଲର୍ଟରେ ବାୟୁ ସେନା।

୨୧-୩ବର୍ଷ ମଧ୍ୟରେ ରୁଷ୍‌ର ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*