BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ, ଭାରତରେ ୨୦୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ କରିବାକୁ ଘୋଷଣା କରିଛି । ଡିସକଭରୀ ସ୍ପୋର୍ଟ ରେ ୨.୦ ଲିଟର ଟର୍ବୋଚାର୍ଡ ପେଟ୍ରୋଲ, ୧୮୪ କିଲୋୱାଟ ପାୱାର ଏବଂ ୩୬୫ ଏନ୍‌ଏମ୍ ଟର୍କରେ ଉପଲବ୍ଧ । ସେହିପରି ଏହା ୨.୦ ଲିଟର ଟର୍ବୋଚାର୍ଡ ଡିଜେଲ ୧୫୦ କିଲୋୱାଟ ପାୱାର ଏବଂ ୪୩୦ ଏନ୍‌ଏମ୍ ଟର୍କରେ ଉପଲବ୍ଧ । ଏଥିରେ ୪୮ଭୋଲ୍ଟ ମିଲ୍ଡ ହାଇବ୍ରିଡ ସିଷ୍ଟମ ରହିଛି । ଏହା ଆର୍‌-ଡାଇନାମିକ୍ ଏସ୍‌ଇ ମଡେଲରେ ରେ ୫ + ୨ ସିଟ ବିନ୍ୟାସରେ ଉପଲବ୍ଧ । ଏହା ୪୦:୨୦:୪୦ ସ୍ପିଲ୍ଟ ଫୋଲ୍ଡିଂ ଦ୍ୱିତୀୟ ଧାଡି ସିଟ ସହିତ ବିଭାଜିତ ହୋଇଛି ।
ଡିସକଭରୀ ସ୍ପୋର୍ଟର ସିଟ ଗୁଡିକ ସୁନ୍ଦର ଏବଂ ଦି୍ୱତୀୟ ଧାଡିରେ ସ୍ଲାଇଡ ଏବଂ ରିଲାକ୍ସଡ ସିଟିଂ କାର୍ଯ୍ୟକାରିତା ସହିତ ଆସିଛି ।
ଉପଲବ୍ଧ ପ୍ରିମିୟମ ସିଟରେ ଏହା ଉପଲବ୍ଧ ହେଉଛି ।
ଡିସକଭରୀ ସ୍ପୋର୍ଟ ଏକ ଦକ୍ଷ ପ୍ରଭାବଶାଳୀ ଅଫ ରୋଡ ସାମର୍ଥ୍ୟ ସହିତ ଆସିଛି । ଭର୍ସାଟିଲିଟି ଏହାର ମୁଖ୍ୟ ଉପାଦାନ ।
ଏଥିରେ ଆଡଭାନ୍ସଡ ଏୟାର ଫିଲଟ୍ରେଶନ ରହିଛି । ବିଏମ୍‌-୨.୫ ଏୟାର ଫଇଲଟ୍ରେଶନ ମନିଟର ଦ୍ୱାରା ଭିତରର ବାୟୁ ଗୁଣବତା ଉପରେ ନଜର ରଖାଯାଇଥାଏ । ଇଟେଂଲିଜେଂଟ ଷ୍ଟୋଭେଜ ଡିସକଭରୀ ସ୍ପୋର୍ଟର ବହୁମୁଖୀ ଆଭ୍ୟନ୍ତରରକୁ ଅଧିକ ସୁନ୍ଦର ଏବଂ ଉପଯୋଗୀ କରିଥାଏ ।
ଏହାର ଏକ୍ସ-ଶୋ’ରୁମ ମୂଲ୍ୟ ୭୧.୩୯ ଲକ୍ଷ ଟଙ୍କା ରହିଛି । ଅଧିକ ବିବରଣୀ ପାଇଁ ଙ୍ଗଙ୍ଗଙ୍ଗ.କ୍ଷବଦ୍ଭୟକ୍ସକ୍ଟଙ୍ଖରକ୍ସ.ସଦ୍ଭ ପରିଦର୍ଶନ କରନ୍ତୁ ।
ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିମିଟେଡର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ଡିସକଭରୀ ସ୍ପୋର୍ଟ ଡିଜାଇନ ଏବଂ ଇଞ୍ଜିନିୟରିଂ କ୍ଷମତାରେ ଏହାର ଆଦର୍ଶ ବହୁମୁଖୀତା ମାଧ୍ୟମରେ ଡିସକଭରୀ ବ୍ରାଣ୍ଡର ଡିଏନଏକୁ ଦର୍ଶାଉଛି ।
ଭର୍ସାଟିଲିଟି:
ଡିସକଭରୀ ସ୍ପୋର୍ଟର ଏକ ଲୋଡ ସ୍ପେଶ୍ ରହିଛି । ଯାହାକି ୧୫୭ ଲିଟର ଓଦା
ୱେଟ ଭଲ୍ୟୁମ ରଖିବାକୁ ସକ୍ଷମ । ସେହିପରି ଏହା ୧୧୫ ଲିଟରର ଏକ ଶୁଷ୍କ
କ୍ଷମତା ସହିତ ସମାନ, ଦି୍ୱତୀୟ ଏବଂ ତୃତୀୟ ଧାଡିରେ ରଖାଯାଇଥିବା କଠିନ
ବ୍ଲକ ମାଧ୍ୟମରେ ଏହା ମାପ କରାଯାଇଥାଏ । ସଂରକ୍ଷଣ କ୍ଷମତା ୧ ୭୯୪
ଲିଟରକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ । ଯାହାକି ଶୁଷ୍କ କ୍ଷମତା ୧ ୫୭୪ ଲିଟର
ସହ ସମାନ ।
ଏଥିରେ କ୍ଲିୟରସାଇଟ ଆଭ୍ୟନ୍ତରୀଣ ରିୟର ଭିୟୁ ମିରର ରହିଛି । ଏହା ପିଭି
ପ୍ରୋ ସୁବିଧା ଦ୍ୱାରା ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ଇନ-କାର ଆଟିଫିସିଆଲ
ଇଂଟେଳଜେନ୍ସି ସହାୟତା ଉପଲବ୍‌ଦ ହୋିତାଏ । ଏହା ଦ୍ୱାରା ସେଲଫ୍ ଲଣ୍ଣିଂ
ନାଭିଗେଶନ ସିଷ୍ଟମ ଉପଲବ୍ଧ ହୋଇ ପାରିଥାଏ । ପିଭି ପ୍ରୋ ୨ରେ ୨୫.୪୦ ସେମି (୧୦) ଟଚ ସ୍କ୍ରିନ୍‌,ନୂତନ ଭାବରେ
ପରିକଳ୍ପିତ ଇଂଟରଫେସ, ଆପଲ୍‍ କାରପ୍ଲେପ୍ପ-୨, ଆଣ୍ଡ୍ରଏଡ୍ ଅଟୋ, ରିମୋଟ
ଆଦି ରହିଛି ।
ଏଥିରେ ମେରିଡିଆନ ସାଉଣ୍ଡ ସିଷ୍ଟମ ରହିଛି । ଏଥିରେ ୧୨ ଟି ସ୍ପିକର, ଏକ
ଡୁଆଲ ଚ୍ୟାନେଲ ସବଉଫର ଏବଂ ୪୦୦ ୱାଟ ଆପ୍ଲିଫାଏଡ ପାୱାର ରହିଛି ।
ଡିସକଭରୀ ସ୍ପୋର୍ଟ ଲ୍ୟାଣ୍ଡ ରୋଭରର ପ୍ରିମିୟମ ଟ୍ରାନ୍ସଭର୍ସ ଆର୍କିଟେକଚରରେ
ନିର୍ମିତ ହୋଇଛି । ଅତ୍ୟାଧୁନିକ ଟେରାନ-ଟେକ୍ନୋଲୋଜି ସହିତ ଏହା ନିଶ୍ଚିତ
କରେ ଯେ ଏହା ଏକ ଏସୟୁଭି ।
ଏହାର ଟେରେନ ରେସପନ୍ସ ୨ ଡ୍ରାଇଭିଂ ଅବସ୍ଥା ଉପରେ ନଜର ରଖେ ଏବଂ
ସ୍ୱୟଂଚାଳିତ ଭାବରେ ସବୁଠାରୁ ଉପଯୁକ୍ତ ଡ୍ରାଇଭିଂ ମୋଡ ଚୟନ କରି ସିଷ୍ଟମକୁ
ପରବର୍ତୀସ୍ତରକୁ ନେଇଯାଏ ।
ଡିସକଭରୀ ସ୍ପୋର୍ଟର ଏକ ଶ୍ରେଣୀ-ଅଗ୍ରଣୀ ୱେଡିଂ ଡେପଥ୍ ୬୦୦ ମିମି ରହିଛି ।
ଅତିରିକ୍ତ ଭାବରେ, ୱେଡ ସେନ୍ସିଙ୍ଗ ଉପଭୋକ୍ତାମାନଙ୍କୁ ୱାଟର କ୍ରସିଂକୁ ସୁରକ୍ଷିତ
ଭାବରେ ମୁକାବିଲା କରିବାରେ ସାହାଯ୍ୟ କରିପାରିଥାଏ । ଏକ ଆଲର୍ଟ
ମାଧ୍ୟମରେ ଗଭୀର ଜଳ ଯାନର ସର୍ବାଧିକ ୱେଡିଂ ଗଭୀରତା ଏହା ଉପଲବ୍‌ଧ
କରାଇଥାଏ । ଅଫ ରୋଡିଂ ପାଇଁ ଡିସକଭରୀ ସ୍ପୋର୍ଟ ହେଉଛି ଉପଯୁକ୍ତ ସାଥୀ, ଯାନଟି
କେତେକ ପ୍ରମୁଖ ବୈଶିଷ୍ଟ୍ୟ ଯେପରିକି ହିଲ ଡିସେଂଟ କଂଟ୍ରୋଲ, ଅଲ ଟେରେନ
ପ୍ରୋଗ୍ରେସ କଂଟ୍ରୋଲ ଏବଂ କ୍ଲିୟରସାଇଟ ଗ୍ରାଉଣ୍ଡ ଭ୍ୟୁ ଉପଲବ୍ଧ କରାଇଥାଏ ।