BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଶପଥଗ୍ରହଣ କଲେ ନବୀନଙ୍କ ନୂଆ ଟିମ

ଭୁବନେଶ୍ୱର,୫।୬(ବ୍ୟୁରୋ): ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌। ରବିବାର ଲୋକ ସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୧୩ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିିଛି।

ଶପଥ ନେଇଥିବା ମନ୍ତ୍ରୀ:(କ୍ୟାବିନେଟ ପାହ୍ୟା
-ଜଗନ୍ନାଥ ସାରକା(କ୍ୟାବିନେଟ ମନ୍ତ୍ରୀ)
-ନିରଞ୍ଜନ ପୁଜାରୀ(କ୍ୟାବିନେଟ ମନ୍ତ୍ରୀ)
-ରଣେନ୍ଦ୍ର ପ୍ରତାପ ସ୍ବାଇଁ(କ୍ୟାବିନେଟ ମନ୍ତ୍ରୀ)
-ପ୍ରମିଳା ମଲ୍ଲିକ(କ୍ୟାବିନେଟ ମନ୍ତ୍ରୀ)
-ଉଷା ଦେବୀ(କ୍ୟବିନେଟ ମନ୍ତ୍ରୀ)
-ପ୍ରଫୁଲ୍ଲ କୁମାର ମଲ୍ଲିକ(କ୍ୟାବିନେଟ ମନ୍ତ୍ରୀ)
-ପ୍ରତାପ କେଶରୀ ଦେବ(କ୍ୟାବିନେଟ ମନ୍ତ୍ରୀ)
-ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ ମନ୍ତ୍ରୀ)
-ପ୍ରଦୀପ କୁମାର ଅମାତ(କ୍ୟାବିନେଟ ମନ୍ତ୍ରୀ)
-ନବ କିଶୋର ଦାସ(କ୍ୟାବିନେଟ ମନ୍ତ୍ରୀ)
-ଅଶୋକଚନ୍ଦ୍ର ପଣ୍ଡା(କ୍ୟାବିନେଟ ମନ୍ତ୍ରୀ)
-ଟୁକୁନି ସାହୁ (କ୍ୟାବିନେଟ ମନ୍ତ୍ରୀ)
-ରାଜେନ୍ଦ୍ର ଢ଼ୋଲକିଆ (କ୍ୟାବିନେଟ ମନ୍ତ୍ରୀ)

ରାଷ୍ଟ୍ରପାହ୍ୟା ମନ୍ତ୍ରୀ:
-ସମୀର ରଞ୍ଜନ ଦାଶ(ରାଷ୍ଟ୍ରମନ୍ତ୍ରୀ)
-ଅଶ୍ୱିନୀ କୁମାର ପାତ୍ର(ରାଷ୍ଟ୍ରମନ୍ତ୍ରୀ)
-ପ୍ରୀତିରଞ୍ଜନ ଘଡାଇ(ରାଷ୍ଟ୍ରମନ୍ତ୍ରୀ)
-ଶ୍ରୀକାନ୍ତ ସାହୁ (ରାଷ୍ଟ୍ରମନ୍ତ୍ରୀ)
-ତୁଷାରକାନ୍ତି ବେହେରା (ରାଷ୍ଟ୍ରମନ୍ତ୍ରୀ)
-ରୋହିତ ପୂଜାରୀ (ରାଷ୍ଟ୍ରମନ୍ତ୍ରୀ)
-ରୀତା ସାହୁ (ରାଷ୍ଟ୍ରମନ୍ତ୍ରୀ)
-ବାସନ୍ତୀ ହେମ୍ରମ (ରାଷ୍ଟ୍ରମନ୍ତ୍ରୀ)