BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସପ୍ତମ ‘ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ ଓଡିଶାରୁ ୨୪ ଜଣ ଅଂଶଗ୍ରହଣ

ଭୁବନେଶ୍ୱର : ‘ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଫେଡେରେସନ୍ ତରଫରୁ ଜାତୀୟ ସ୍ତରୀୟ
‘ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଚମ୍ପିଅନ୍‌ସିପ୍ ମହୁଆ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ, ହାଇଦ୍ରାବାଦ, ତେଲେଙ୍ଗାନା ଠାରେ ୨୪ତାରିଖ ଠାରୁ ୨୭ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ
ହେବାକୁ ଯାଉଛି । ଏହି ଚମ୍ପିଅନ୍‌ସିପ୍‌ରେ ଓଡିଶାରୁ ୨୪ ଜଣ ପ୍ରତିଯୋଗୀ ଏବଂ ରେଫ୍‌ରୀ ଅଂଶଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଭାଗନେବା ନିମନ୍ତେ ଓଡିଶାରୁ ଋତୁପର୍ଣ୍ଣା ମହାନ୍ତି (ଓଡିଏମ୍ ପବ୍ଲିକ୍ ସ୍କୁଲ୍‌), ଅନୁରାଗ ନନ୍ଦ, ପ୍ରିୟଙ୍କା ପ୍ରିୟଦର୍ଶିନୀ, କିରଣବାଳା ସାହୁ, ଶୁଭମ୍ ସାହୁ,
ରୋହନ୍ ଲେଙ୍କା, ବିଶ୍ୱରଞ୍ଜନ ମହାରଣା, ବିକାଶ କୁମାର ରଣସିଂହ, ସାତ୍ତ୍ୱିକ୍ ନାୟକ, ରାଜେଶ୍ କୁମାର ବେହେରା, ନିଶାନ୍ତ ପାଇକରାୟ, ଆୟୁଷ ବଳିୟାରସିଂହ ଏବଂ ରେଫ୍‌ରୀ ପ୍ରତାପ କୁମାର ମାଝି, ଇନ୍ଦ୍ରଜିତ୍ ପରିଡା, ଆଶିଷ୍ ପ୍ରଧାନ, ଜନ୍ମେଜୟ ରଥ, ଓଁକାର ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, କୋଚ୍‌ ନିରଞ୍ଜନ ସାହୁ, ଆଶୁତୋଷ ବଳିୟାରସିଂହ, ମ୍ୟାନେଜର ଲଲାଟ କୁମାର ପରିଡା ପ୍ରମୁଖ୨୩ ତାରିଖ ଗୁରୁବାର ଦିନ ହାଇଦ୍ରାବାଦ ଗ୍ରସ୍ତ କରିବେ । ଏହି ଅବସରରେ
ଫେଡେରେସନ୍‌ର ସଭାପତି ରବି ନାରାୟଣ ରାଉତରାୟ ପ୍ରତିଯୋଗୀ ଏବଂ ରେଫ୍‌ରୀ ମାନଙ୍କୁ
ଧନ୍ୟବାଦ ଜଣାଇବା ସହ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ ନିମନ୍ତେ କାମନା କରିଛନ୍ତି ।