BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଫେରୋ ଏଲୋଇ କାରଖାନା ବିକ୍ରୟ ପାଇଁ ୬୧୦ କୋଟି ଟଙ୍କା ଚୁକ୍ତିନାମା ସ୍ବାକ୍ଷରିତ

ମୁମ୍ବାଇ : ଟାଟା ଷ୍ଟିଲ ଲିମିଟେଡର ଓଡିଶା, ଯାଜପୁରସ୍ଥିତ ଏହାର ଫେରୋ ଏଲୋଇ କାରଖାନା ବିକ୍ରୟ ପାଇଁ ଇଣ୍ଡିଆନ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଆଇଏମ୍ଏଫ୍ଏ) ସହିତ ଏକ ଆସେଟ୍ ଟ୍ରାନ୍ସଫର ଚୁକ୍ତିନାମା ସ୍ୱାକ୍ଷର କରିଛି।

ଟାଟା ଷ୍ଟିଲ ଲିମିଟେଡ୍ ଓଡିଶାର ଯାଜପୁର ସ୍ଥିତ ଏହାର ଫେରୋ ଆଲଏଜ୍ କାରଖାନା ବିକ୍ରୟ ପାଇଁ ଇଣ୍ଡିଆନ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ ଏଲିମିଟେଡ୍ (ଆଇଏମ୍ଏଫ୍ଏ) ସହିତ ଏକ ଆସେଟ୍ ଟ୍ରାନ୍ସଫର ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହାର ମୂଲ୍ୟ ୬୧୦ କୋଟି ଟଙ୍କା ଅଟେ।

ଆବଶ୍ୟକୀୟ ସ୍ୱୀକୃତି ମିଳିବା ପରେ, ଏହି କାରବାର ୩ ମାସ ମଧ୍ୟରେ ସମାପ୍ତ ହେବା ନେଇ ଆଶା କରାଯାଉଛି।