BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଖାଲି ସ୍ବାଦରେ ନୁହେଁ ଶରୀର ପାଇଁ ମଧ୍ୟ ବହୁ ଲାଭଦାୟକ ରସଗୋଲା

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି। ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର। ରସଗୋଲା ଖାଇବା ଶରୀର ଅସୁସ୍ଥ ନୁହଁ ବରଂ ଏହାକୁ ସୁସ୍ଥ ରଖିବାରେ ହୋଇଥାଏ ଅଧିକ ଲାଭଦାୟକ। ଆସନ୍ତୁ ଜାଣିବା ରସଗୋଲା ଖାଇବାର ଜବରଦସ୍ତ ଫାଇଦା ..

ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ରସଗୋଲା। ଏହି ସମୟରେ ଧଳା ରସଗୋଲା ଖାଇବା ଜଣ୍ଡିସ ରୋଗ ବହୁ ଶୀଘ୍ର ଠିକ୍ ହୋଇଥାଏ। ଖାଲି ସେତିକି ନୁହଁ ମୂତ୍ର ସଂକ୍ରମଣରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି ସକାଳେ ଏବଂ ସନ୍ଧ୍ୟାରେ ଗୋଟିଏ ରସଗୋଲା।

ଯଦି ଆପଣଙ୍କ ଆଖି ଜଳିବା ସହ ଯନ୍ତ୍ରଣା ଅନୁଭୁତ ହୋଇଥାଏ ତେବେ ରସଗୋଲା ସେବନ ଏଥିରୁ ତୁରନ୍ତ ଉପସମ ଦେଇଥାଏ। ଏଥିସହ ଅଧିକ ଥକା ଅନୁଭୂତ ହୋଇଥିଲେ ରସଗୋଲା ଖାଇବା ଦ୍ବାରା ଆରମ ମିଳିଥାଏ। ରସଗୋଲା ଛେନାରେ ପ୍ରସ୍ତୁତ ହେଉଥିବାରୁ ଏଥିରେ କ୍ଷୀରରେ ମିଳୁଥିବା ସମସ୍ତ ପ୍ରକାରର କ୍ୟାଲସିୟମ ଉପସ୍ଥିତ ରହିଥାଏ ଯାହା ହାଡ଼କୁ ଶକ୍ତ କରେ।