- ୟୁଜିସି ନେଟ୍ ୨୦୨୫ ଫଳାଫଳ ପ୍ରକାଶିତ। ୱେବସାଇଟରେ ତାଲିକା ଦେଖିହେବ
- ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଲା। ୫୨ହଜାର ୯୫୫ ଜଣ ଛାତ୍ରଛାତ୍ରୀଙ୍କ ନାମ ତାଲିକାଭୁକ୍ତ।
- ଆଇନ ସ୍ନାତକ ପ୍ରଥମ ମେଧା ତାଲିକା ପ୍ରକାଶିତ, ୩ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ୩୬୦ ଜଣ ତାଲିକାଭୁକ୍ତ।
- ଏନସିଇଆରଟି ମନ୍ତବ୍ୟ ଦେଲେ। ସାମାଜିକ ବିଜ୍ଞାନର ୨ୟ ଭାଗରୁ ପାଇକ ବିଦ୍ରୋହ ବିଷୟ ବାଦ ଦିଆଯିବ ନାହିଁ
- ସଚିବ ମାନଙ୍କୁ ଜିଲ୍ଲା ବୁଲାଇବେ ରାଜ୍ୟ ସରକାର। ଜନତା ହିସାବ ରଖିବେ, ସ୍ବତନ୍ତ୍ର ଓ୍ବେବସାଇଟ୍ ପ୍ରସ୍ତୁତ ହେଉଛି।
- ରାଜ୍ୟ ସରକାରଙ୍କ ଅଦ୍ଭୁତ ନିଷ୍ପତ୍ତି। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମିଳିବ ନାହିଁ। କେବଳ କାଚ ବୋତଲରେ ମିଳିବ
- ରାଜ୍ୟରେ ପ୍ରତି ବର୍ଷ ବାହାରୁଛନ୍ତି ୬ରୁ ୭ ହଜାର ଲାଇବ୍ରେରିଆନ୍। ଚାକିରୀ ନାହିଁ, ଡିଗ୍ରୀ କାମରେ ଆସୁନି
- ପୁରୀ ବଳଙ୍ଗା ଘଟଣାରେ ଏ ପର୍ଯ୍ୟନ୍ତ କିଛି ରୂପରେଖ ଜାଣି ପାରୁନାହିଁ ପୋଲିସ।
- ନିଲମ୍ୱିତ ଛାତ୍ର କଂଗ୍ରେସ ସଭାପତି ଉଦିତଙ୍କ ସହ ଆରୋପ ଆଣିଥିବା ମହିଳାଙ୍କ ଫଟୋ ଭାଇରାଲ। ମହିଳାଙ୍କ ଅଭିଯୋଗ ଉପରେ ସନ୍ଦେହ।
- ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସ୍ପଷ୍ଟ ଦିବାଲୋକରେ ସଶସ୍ତ୍ର ଡକାୟତି। ହେଲମେଟ ପିନ୍ଧି ବନ୍ଧୁକ ଧରି ଲୁଟ୍ କଲେ
- ବ୍ରହ୍ମପୁର ନୀଳାଞ୍ଚଳ ନଗରରେ ତାଲାବନ୍ଦ ଘରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ ଜୀବନ୍ତ ଦଗ୍ଧ।
- ବାଲେଶ୍ଵର ଜଳେଶ୍ବର ବ୍ଲକରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟର ଦୁଇଜଣ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି
- ଭୁବନେଶ୍ଵର ରାଜପଥର ତଳଜଙ୍ଗ ଛକରେ ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ।
- ଭୁବନେଶ୍ୱର ଗାଡକଣ ଅଳିଆଗଦା ସ୍ଥାନାନ୍ତର ପ୍ରସଙ୍ଗରେ, ଜବାବ୍ ମାଗିଲେ ଉଚ୍ଚ ନ୍ୟାୟାଳୟ। କ୍ଷମତାକୁ ଆସିଲେ ଛଅ ମାସରେ ସ୍ଥାନ ପରିବର୍ତ୍ତନ କରିବାର ପ୍ରତିଶ୍ରୁତି ଦେଇଥିଲେ
- ଜଗତସିଂହପୁର ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜ ଅଧକ୍ଷ ଓ ଅଧ୍ୟାପକ ନିଲମ୍ବିତ।
- ଭଦ୍ରକରେ ପ୍ରେମ ବିବାହ ପରେ ଯୌତୁକରେ ଗାଡ଼ି ନ ଦେବାରୁ ନବବଧୂଙ୍କ ମୁହଁରେ ତକିଆ ପକାଇ ହତ୍ୟା। ଆତ୍ମହତ୍ୟାର ରୂପ ଦେଲେ
- ଜଗତସିଂହପୁରରେ ଛାତ୍ରୀଙ୍କ ସହ ଅପକର୍ମ। ବାନ୍ଧବୀଙ୍କ ସହ ଆସୁଥିବା ବେଳେ ଟେକି ନେଲେ ଦୁଇ ଯୁବକ
- ସିବିଏସଇ ବୋର୍ଡ ନେଲା ନିଷ୍ପତ୍ତି, ସ୍କୁଲରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା, ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ।
- ଅନଲାଇନ୍ ବେଟିଂ ଆପ୍ ମାମଲା, ୨୯ ଜଣ ଦକ୍ଷିଣ ଭାରତ ସିନେମାର କଳାକାରଙ୍କୁ ଇଡିର ନୋଟିସ।
- ମଧ୍ୟପ୍ରଦେଶ ଭୋପାଳରେ ଓଜନ ହ୍ରାସ ଓ ଡିପ୍ରେସନର ଚିକିତ୍ସା ନାମରେ ଯୁବକ ଯୁବତୀଙ୍କୁ ଦିଆଯାଉଥିଲା ଡ୍ରଗ୍ସ। ଅଭିଯୁକ୍ତ ଗିରଫ।
- ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼।
- ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ ଚାରିଥର ମୁଲତବୀ। ଉଭୟ ଗୃହରେ ବିରୋଧୀଙ୍କ ହୋହଲ୍ଲା ଏବଂ ହଟ୍ଟଗୋଳ
- ବାଙ୍ଗଲାଦେଶ ଢାକାରେ ସ୍କୁଲ୍ ଉପରେ ଖସିଲା ଜେଟ୍, ପାଇଲଟ୍ ସହିତ ୧୮ ମୃତ, ଅନେକ ଛାତ୍ର ମୃତାହତ
- ଦେଶରେ ବର୍ଷକୁ ୧.୫୨ ଲକ୍ଷ କୋଟିର ଫଳ, ପନିପରିବା ଖାଇବା ପୂର୍ବରୁ ନଷ୍ଟ ହେଉଛି।
- ମାଗଣାରେ ଟିଭି ଦେଖିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ ‘Mera Channel’ ଡାଉନଲୋଡ କରନ୍ତୁ
- ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ।
- ଭୁବନେଶ୍ୱର:ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବଢ଼ିଲା, ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।
- ଭୁବନେଶ୍ୱର: ନିଳମ୍ୱିତ ଛାତ୍ର କଂଗ୍ରେସ ସଭାପତି ଉଦିତ ,ଦୁଷ୍କର୍ମ ମାମଲାରେ ଜେଲ୍ ଗଲେ।
- ଦ୍ୱନ୍ଦ୍ୱ ଦୂର କଲା ଏନସିଇଆରଟି: ସାମାଜିକ ବିଜ୍ଞାନର ୨ୟ ଭାଗରେ ଆସିବ ପାଇକ ବିଦ୍ରୋହ।
- ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣା; ୫ମ ଦିନ କଲେଜରେ ୨ ଜଣିଆ କ୍ରାଇମ୍ବ୍ରାଞ୍ଚ ଟିମ୍ଙ୍କ ପଚରାଉଚରା ଜାରି।
- ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍ପି ପିନାକ ମିଶ୍ର।
- ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଦୁର୍ଘଟଣା,ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ,ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ।
- ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚାଲିଛି କାମଚଳା ଚିକିତ୍ସା,୩୪% ଡାକ୍ତର,୨୫% ନର୍ସ ନାହାନ୍ତି।
- ଗାଡକଣ ଅଳିଆଗଦା ସ୍ଥାନାନ୍ତର ପ୍ରସଙ୍ଗ, ଜବାବ୍ ମାଗିଲେ ଉଚ୍ଚ ନ୍ୟାୟାଳୟ।
- ଜଗତସିଂହପୁର : ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କଲେଜ ଅଧକ୍ଷ ଓ ଅଧ୍ୟାପକ ନିଲମ୍ବିତ।
- ପଦ୍ମପୁର:ଛତୁ ପାଇଁ ହତ୍ୟାକାଣ୍ଡ, ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା, ୨ ମୃତ।
- ସିବିଏସଇ ନେଲା ବଡ଼ ନିଷ୍ପତ୍ତି, ସ୍କୁଲରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା, ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ବାଧ୍ୟତାମୂଳକ।
- ୨୪ ଜୁଲାଇରେ ହେବ ଭାରତ-ୟୁକେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲଣ୍ଡନ ଯିବେ ପୀୟୁଷ ଗୋୟଲ
- ନୂଆ ଦିଲ୍ଲୀ:ଘରୁ ଟଙ୍କା ମିଳିବା ଘଟଣା, ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଅଭିଯୋଗ ପ୍ରକ୍ରିୟା ଆରମ୍ଭ।
- ଢାକା:ସ୍କୁଲ୍ ଉପରେ ଖସିଲା ଜେଟ୍,ପାଇଲଟ୍ ସହିତ ୧୮ ମୃତ , ଅନେକ ଛାତ୍ର ମୃତାହତ ହୋଇଥିବା ଆଶଙ୍କା
=======================
ଆଜି ଜାତୀୟ ପତାକା ଦିବସ
ଜାତୀୟ ଆମ୍ବ ଦିବସ
ଆଜି ଜନ୍ମଦିନ: ମୁକେଶ (ଗାୟକ), ଦେବେନ୍ଦ୍ର ଫଡନାବିସ, ଅଜିତ ପାୱାର
ଇତିହାସରେ ଆଜି ଦିନରେ: (୨୦୧୨) ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେଲେ, (୧୭୯୬) କ୍ଲିଭଲାଣ୍ଡ ସ୍ଥାପନ
=======================
🌱 ଗଛଟିଏ ଲଗାନ୍ତୁ🌱
ବନ୍ଦେ ଉତ୍କଳ ଜନନୀ 🪻🌻🪻