ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ଭଗବାନଙ୍କ ଆଶୀର୍ବାଦ- ମୁଖ୍ୟମନ୍ତ୍ରୀ
-
ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-
୨୦୧ ଦମ୍ପତ୍ତିଙ୍କ ସାମୁହିକ ବିବାହ ସମ୍ପନ୍ନ
-
କନ୍ୟାଦାନ କଲେ ମୁଖ୍ୟମନ୍ତ୍ରୀ
-
ଓଡିଆ ରୀତିନୀତି ଅନୁଯାୟୀ କର୍ତ୍ତା ଭାବେ ବିବାହ ମଣ୍ଡପରେ ବସି ହୋମକୁଣ୍ଡରେ ଆହୁତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
-
ମା’ଙ୍କ ନିକଟରେ ନବ ଦମ୍ପତ୍ତି ଏବଂ ଓଡ଼ିଶାବାସୀଙ୍କ ସୁଖମୟ ଜୀବନ କାମନା କଲେ ମୁଖ୍ୟମନ୍ତ୍ରୀ
ଅର୍ଥାଭାବ କାରଣରୁ କନ୍ୟାଙ୍କ ବିବାହ କେବେ ଅଟକି ଯିବ ନାହିଁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଯୋଗ୍ୟ ପରିବାରମାନେ ପାଇବେ ସରକାରୀ ସହାୟତା ।#MukhyamantriKanyaVivahYojana #GirlsMarriage #Empowering #SupportTheBride #womenwelfare #SocialSecurity #widowmarriage #Odisha #WCDOdisha pic.twitter.com/NbJz5gfZqh
— Department of WCD, Government of Odisha (@WCDOdisha) February 4, 2026
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଆର୍ଥିକ ଅନଗ୍ରସର ପରିବାରର କନ୍ୟା ବିବାହ ପାଇଁ ଏହା ସହାୟତା ପ୍ରଦାନ କରିବା ସହ ସମାଜରେ ଝିଅମାନଙ୍କ ପ୍ରତି ଏକ ସମ୍ମାନଜନକ ଓ ଗୌରବମୟ ଦୃଷ୍ଟିକୋଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। pic.twitter.com/duBiHadv24
— CMO Odisha (@CMO_Odisha) February 3, 2026
ଆମ ଝିଅମାନେ ହିଁ ଆମ ସମାଜର ଲକ୍ଷ୍ମୀ। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସୁଖମୟ ସଂସାର ପାଇଁ ମୁଁ ମା’ଙ୍କ ନିକଟରେ ପ୍ରାର୍ଥନା କରୁଛି। ଜଣେ ଅଭିଭାବକ ଭାବରେ ଏହି ନୂତନ ଯାତ୍ରାର ସାକ୍ଷୀ ହେବା ମୋ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ। ଆପଣମାନଙ୍କ ଖୁସି ହିଁ ମୋ ପାଇଁ ସବୁଠୁ ବଡ଼ ସମ୍ପତ୍ତି। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦ। ମା’… pic.twitter.com/qfyR9oRXjA
— Mohan Charan Majhi (@MohanMOdisha) February 3, 2026
ମା’ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନଃ ବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ… pic.twitter.com/AVngqYvagk
— CMO Odisha (@CMO_Odisha) February 3, 2026
ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଲୋକଙ୍କ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଆର୍ଥିକ ଭାବେ ଅନଗ୍ରସର ପରିବାରର ଝିଅମାନଙ୍କ ବାହାଘର ପାଇଁ ସରକାର ପକ୍ଷରୁ ₹୬୦,୦୦୦ ର ଆର୍ଥିକ ସହାୟତା ପ୍ରଦାନ କରାଯିବ । pic.twitter.com/O2KS8QF7f4
— Mohan Charan Majhi (@MohanMOdisha) February 3, 2026
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ @MohanMOdisha ଗଞ୍ଜାମର ମା’ ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ, ଏହା ସାମାଜିକ ସୁରକ୍ଷାକୁ ମଜଭୁତ୍ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ… pic.twitter.com/5O92hrUucF
— CMO Odisha (@CMO_Odisha) February 3, 2026
ମା’ ତାରା ତାରିଣୀଙ୍କ ପୀଠରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ ୨୦୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଏପରି ଏକ ଓଡ଼ିଶା ଗଢ଼ିବା ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ… pic.twitter.com/oITErJBxnY
— CMO Odisha (@CMO_Odisha) February 3, 2026
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମିଲ୍ ହେବା ପାଇଁ :-
✅ କନ୍ୟାଙ୍କ ବୟସ ୧୮ରୁ ୩୫ ବର୍ଷ ଏବଂ ବରଙ୍କ ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
✅ ସେମାନେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ
✅ ଏହି ଯୋଜନାରେ ଯୋଗ୍ୟ କନ୍ୟାଙ୍କୁ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି
✅ ୪୫ ହଜାର ଟଙ୍କା ସିଧାସଳଖ… pic.twitter.com/H52zlopgSX
— CMO Odisha (@CMO_Odisha) February 3, 2026
ମୁଖ୍ୟମନ୍ତ୍ରୀର ପଦବୀ ମୋତେ ଦାୟିତ୍ୱ ଦିଏ, କିନ୍ତୁ ଆପଣମାନଙ୍କ ଭଲପାଇବା ମୋତେ ପରିବାରର ଅନୁଭବ ଦିଏ ।
ଆଜି ମା’ ତାରାତାରିଣୀଙ୍କ ପବିତ୍ର ପୀଠରେ ମୁଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପିତା ଓ ଭାଇର କର୍ତ୍ତବ୍ୟ ଓ ସ୍ନେହ ନେଇ ଉପସ୍ଥିତ ଥିଲି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିବା ସହ ଯେତେବେଳେ… pic.twitter.com/mzHfhPHq7a
— Mohan Charan Majhi (@MohanMOdisha) February 3, 2026
ଓଡ଼ିଶାର ମହିଳାମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି ମା’ ତାରାତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲି । ଆଜି ମୁଁ ଏଠାକୁ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପିତା ଓ ଭାଇ ଭାବରେ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ… pic.twitter.com/UBljrw5jbK
— Mohan Charan Majhi (@MohanMOdisha) February 3, 2026
ମହିଳା ସଶକ୍ତିକରଣ ଆମ ସରକାରର ମୁଖ୍ୟ ସଂକଳ୍ପ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ‘ସୁଭଦ୍ରା ଯୋଜନା’ ପରେ ଏହି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆମ ରାଜ୍ୟର ମା’ ଓ ଭଉଣୀମାନଙ୍କ ପାଇଁ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବା ସହ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି… pic.twitter.com/WJuuKcVqWv
— Mohan Charan Majhi (@MohanMOdisha) February 3, 2026