BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଖୋର୍ଦ୍ଧା ବିଏସଏନଏଲ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ।

ଭୂବନେଶ୍ବର : ପବିତ୍ର ୭୨ ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ଖୋର୍ଦ୍ଧା ସ୍ଥିତ ଭାରତ ସଞ୍ଚାର ନିଗମ ଲିଃ. ପରିସରରେ ପାଳିତ ହେଇ ଯାଇଛି । ଏହି ସମାରୋହରେ ସହାୟକ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଭାଗୀରଥି ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଯୋଗଦେଇ କବି ତଥା ସାହିତ୍ଯିକ ଶ୍ରୀଯୁକ୍ତ ଗଗନ ବିହାରୀ ନାୟକଙ୍କ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଇତ୍ୟବସରରେ ସମ୍ମାନିତ ଅତିଥି ଉପସ୍ଥିତ କର୍ମଚାରୀଙ୍କୁ ସାମ୍ବିଧାନିକ ନିୟମ ବିଷୟରେ ଜାଣିବାକୁ ପ୍ରୋତ୍ସାହିତ କରିଥିଲେ ।
। ଖୋର୍ଦ୍ଧା ଜିଲ୍ଲାର ସହାୟକ ମହାପ୍ରବନ୍ଧକଙ୍କ ପରିଶ୍ରମରେ ରେ ବିଏସଏନଏଲ ର ଦୃତ ଉନ୍ନତି ଓ ସେବା କେମିତି ଶୀଘ୍ର ହେଇ ପାରିବ ତାହାର ସମ୍ୟକ ସୂଚନା ଦେଇ ଥିଲେ ।