BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୭ ନମ୍ବର ଜୋନ୍ ପାଇଁ କ°ଗ୍ରେରୁ ପ୍ରାର୍ଥୀ ହେଲେ ଅଜୟ କୁମାର ବାୟୀ

କେନ୍ଦ୍ରାପଡା,୨୨/୧(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପାଇଁ କ°ଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଜୟ କୁମାର ବାୟୀ।

ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ବାସ କରୁଥିବା ଶ୍ରୀଯୁକ୍ତ ବାୟୀ ଜଣେ ପରୋପକାରୀ, ମେଳାପୀ, ସରଳ, ନିଷ୍କପଟ ହୃଦୟର ବ୍ୟକ୍ତି ଭାବରେ ସ୍ଥାନୀୟ ପଞ୍ଚାୟତରେ ବେଶ ଲୋକପ୍ରିୟ ଅଟନ୍ତି। ଲୋକଙ୍କ ସୁଖରେ ଦୁଖଃରେ ସାଥୀ ହୋଇ ସେବା କରିବାର ମନୋଚୃତ୍ତି ନେଇ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଆଠଟି ପଞ୍ଚାୟତରେ ଦୀର୍ଘ ବର୍ଷ ଧରି ଚାଲିଥିବା ଦୁର୍ନୀତିର ମୂଳ ଉତ୍ପାଟନ ସହିତ ଗରିବ, ନିସହାୟ , ନିଷ୍ପେସିତ ଲୋକମାନଙ୍କ ପାଇଁ ଓ ଅନ୍ୟାୟ ବିରୁଦ୍ଧରେ ତାଙ୍କର ଏ ଲଢେ଼ଇ ବୋଲି ଶ୍ରୀଯୁକ୍ତ ବାୟୀ କହିଛନ୍ତି।
୧୭ ନମ୍ବର ଜୋନର ସର୍ବାଙ୍ଗୀନ ଉନ୍ନତି ପାଇଁ ହାତ ଚିହ୍ନରେ ବିପୁଳ ସ°ଖ୍ୟାରେ ମୋହର ମାରି ଜୟଯୁକ୍ତ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।