BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଜେଏଲଆରର ଇଣ୍ଡିଆର ବାର୍ଷିକ ହଲିଡେ ସର୍ଭିସ କ୍ୟାମ୍ପ

ଜେଏଲଆର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଏହାର ବାର୍ଷିକ ଛୁଟି ସେବା ଶିବିର ୨୦୨୩ ଡିସେମ୍ବର ୪ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ଖୁଚୁରା ବ୍ୟବସାୟୀମାନଙ୍କ ମାଧ୍ୟମରେ ଅନୁଷ୍ଠିତ ହେବ । ଶିବିରରେ, ଗ୍ରାହକମାନେ ବିସ୍ତୃତ ଯାନ ଯା ଏବଂ ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ ଏବଂ ମୂଲ୍ୟଯୁକ୍‌ତ ସେବା ଉପରେ ସ୍ୱତନ୍ତ୍ର ଅଫର ହାସଲ କରିପାରିବେ ।
ସମସ୍ତ ଯାନ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନମାନେ ଯୋଗଦେବେ ଏବଂ ଆବଶ୍ୟକ ସ୍ଥଳେ ଜେଏଲଆର ଜେନୁଇନ ପାର୍ଟସ ପାଇ ପାରିବେ ।
ଏହି ଶିବିରରେ ୩୨-ପଏ ଇଲେକ୍ଟ୍ରୋନିକ ଭେଇକିଲ ହେଲଥ୍ ଚେକ ଅପ, ବ୍ରେକ ଏବଂ ୱିପର ଚେକ, ସୋର ଏବଂ ଫ୍ଲୁଇଡ ଲେଭଲ ଚେକ କରାଯିବା ସହିତ ପ୍ରତ୍ୟେକ ଯାତ୍ରା ଯେପରି ସୁରକ୍ଷିତ ଏବଂ ନିରାପଦ ହୋଇପାରିବ ସେନେଇ ବ୍ୟାଟେରୀ ଯା ମଧ୍ୟ କରାଯିବ ।

ଏହି ଅବସରରେ ଜେଏଲଆର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜନ ଅମ୍ବା କହିଲେ, ଛୁଟିଦିନର ଉତ୍ସାହ ମଧ୍ୟରେ ଆପଣଙ୍କ ଗାଡିର ଅବସ୍ଥା ସୁନିଶ୍ଚିତ ହେବା ପ୍ରାଥମିକତା ପାଲଟିଛି । ଆମର ଛୁଟିଦିନ ସେବା ଶିବିରଗୁଡ଼ିକ କେବଳ ସୁବିଧାଠାରୁ ଅଧିକ ପ୍ରଦାନ କରିଥାଏ । ସେମାନେ ଏକ ସୁଗମ ଏବଂ ଚିନ୍ତାମୁକ୍‌ତ ଯାତ୍ରା ପାଇଁ ଏକ ଲାଇଫ ଲାଇନ ସାବ୍ୟସ୍ତ ହୋଇଥାଏ । ଶୀତଦିନିଆ ରାସ୍ତାରେ ନିରାପା ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ସ୍ମରଣୀୟ ଯାତ୍ରା ପାଇଁ କାର୍ଯ୍ୟଦକ୍ଷତା ବଜାୟ ରଖିବା ପର୍ଯ୍ୟନ୍ତ, ଆମର ଅନୁକୂଳ ସେବାରେ ବିନିଯୋଗ କରିବାକୁ ସମ୍ପୂର୍ଣ୍ଣ ନିଶ୍ଚିତ କରିଥାଉ ।
ଚାଉଫର ଥିବା ଗ୍ରାହକଙ୍କ ପାଇଁ, ସେବା ଶିବିରରେ ଏକ ସ୍ୱତନ୍ତ୍ର କ୍ୟୁରେଟେଡ ଚାଉଫର୍ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଅନ୍ତର୍ଭୂକ୍‌ତ ହେବ ଯାହା ଡ୍ରାଇଭିଂ ଏବଂ ଯାନବାହାନର ରକ୍ଷଣାବେକ୍ଷଣର ସମସ୍ତ ଦିଗକୁ ଅନ୍ତର୍ଭୁକ୍‌ତ କରିବ ।
ଏହି ସେବାଗୁଡିକ ପାଇବା ପାଇଁ, ଗ୍ରାହକମାନେ ୪ ରୁ ୯ ଡିସେମ୍ବର ମଧ୍ୟରେ ପୁର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୪ଟା ୩୦ ମଧ୍ୟରେ ନିକଟତମ ପ୍ରାଧିକୃତ ଖୁଚୁରା ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିପାରିବେ ।

ଭାରତରେ ଜାଗୁଆର ଲ୍ୟାଣ୍ଡ ରୋଭର ରିଟେଲର ନେଟୱାର୍କ ଅହମ୍ମଦାବାଦ, ବେଙ୍ଗାଲୁରୁ (୩), ଭୁବନେଶ୍ୱର, ଚଣ୍ଡିଗଡ଼, ଚେତ୍ତାଇ (୨), କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ଣ୍ଣାଲ, , ଲକ୍ଷ୍ନୌ, ମୁମ୍ବାଇ (୨), ନୋଏଡା, ପୁଣେ, ରାୟପୁର, ସୁରଟ ଏବଂ ବିଜୟୱାଡାରେ ରହିଛି । ଏହି ୨୫ ଟି ପ୍ରାଧିକୃତ ଆଉଟଲେଟ ମାଧ୍ୟମରେ ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଭାରତରେ ଉପଲବ୍ଧ ।
ଚୟନ ଖୁଚୁରା ସ୍ଥାନଗୁଡିକରେ ଚାଉଫର୍ ଟ୍ରେନିଂ ପ୍ରୋଗ୍ରାମ ଉପଲବ୍ଧ । ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ସହରର ପ୍ରାଧିକୃତ ଖୁଚୁରା ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରନ୍ତୁ ।