BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସୀଗ୍ରାମ’ର ରୟାଲ ଷ୍ଟାଗ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ସେମାନଙ୍କର ଭାରତ- ୨୦୨୨ ଗସ୍ତ ପାଇଁ ଗର୍ବର ସହିତ ପ୍ରାୟୋଜିତ କରିଛି

ଚଳିତ ଭାରତ ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ର ଅଫିସିଅଲ ପ୍ରାୟୋଜକ ଭାବରେ ସୀଗ୍ରାମ’ ର ରୟାଲ ଷ୍ଟାଗ ଏହାର ସହଯୋଗ ଘୋଷଣା କରି ଗର୍ବିତ । ପ୍ରାକୃତିକ କେରେବିଅନ ତାବଡତୋଡ ଦ୍ୱାରା ଉନ୍ନତ କାର୍ଯ୍ୟ ଦକ୍ଷତା ସହିତ ଟିମ ୱେଷ୍ଟଇଣ୍ଡିଜ ସମକକ୍ଷ ଏବଂ ଏହି ଶୈଳୀ ରୟାଲ ଷ୍ଟାଗ ବ୍ରାଣ୍ଡ ଦର୍ଶନ ସହିତ ସମ୍ପୂର୍ଣ୍ଣ ମେଳ
ଖାଇଥାଏ – “ଏହା ଆପଣଙ୍କର ଜୀବନ । ମନୋବୃତ୍ତି ସଂକୀର୍ଣ୍ଣ ନ କରି ଉଚ୍ଚତର ଉଚ୍ଚତାକୁ ଛୁଇଁବା ପାଇଁଚିନ୍ତା କରନ୍ତୁ ।” ଏହାର ପ୍ରତିଷ୍ଠିତ ସ୍ଥିତି ଭଳି ଏବଂ‘ଭଦ୍ରଲୋକଙ୍କ ଖେଳ’ କୁ ଭଲ ପାଇବା ପାଇଁ ରୟାଲ ଷ୍ଟାଗ ସାରା
ଭାରତରେ କ୍ରିକେଟ ପ୍ରେମୀ ଙ୍କ ଦ୍ୱାରା ଭଲ ପାଉଥିବା ଏହି କ୍ରିକେଟ ଟାଇସନ୍ସ ପାଇଁ ମୂଳହେବାକୁ ଯାଉଛି । ରୟାଲ ଷ୍ଟାଗ’ ର ବ୍ରାଣ୍ଡ ଯୋଗାଯୋଗ ପାଇଁ କ୍ରିକେଟ ସର୍ବଦା କେନ୍ଦ୍ରୀୟ ରହି ଆସିଛି । ବର୍ଷ ବର୍ଷ ଧରି ବିଶ୍ୱର ଶ୍ରେଷ୍ଠ କ୍ରିକେଟର ଏବଂ ଦଳମାନଙ୍କ ସହିତ ବ୍ରାଣ୍ଡର ନିରନ୍ତର ସଞ୍ଜୋଗ ସମଗ୍ର ଦେଶରେ କ୍ରିକେଟ ପ୍ରେମୀଙ୍କୁ ଉତ୍ସାହିତ କରିଛି । ଏହି ବର୍ଷ ରୟାଲ ଷ୍ଟାଗ ହୃଦୟ ଏବଂଉତ୍ସାହ ସହିତ ଖେଳୁଥିବା ଏକ ଦଳ ସହିତ ଜଡିତ ହୋଇ ଖେଳକୁ ଏକ ଶୁଭେଚ୍ଛା ଜଣାଇ ଥିଲା ଏବଂ ଏହାର ସଫଳତାକୁ ଷ୍ଟାଇଲ, ଉତ୍ସାହ ଏବଂ ଅତ୍ୟଧିକ ଉଲ୍ଲାସ ସହିତ ପାଳନ
କରିଛି-ବ୍ରାଣ୍ଡର ମୂଳ ସହିତ ଏକ ଉପଯୁକ୍ତ ସମରେଖଣ । ପୃଷ୍ଠେ ପାଷକତା ବିଷୟରେ ବକ୍ତବ୍ୟ ଦେବାକୁ ଯାଇ କା ର୍ିକ ମୋହିନ୍ଦ୍ରା, ସିଏମଓ, ପର୍ଣ୍ଣୌଡରିକାର୍ଡ ଇଣ୍ଡିଆ କହିଲେ, “କ୍ରିକେଟ ପ୍ରଶଂସକଙ୍କ ଏକ ସଂପୂର୍ଣ୍ଣ ପିଢୀ ପାଇ ଁୱେଷ୍ଟଇଣ୍ଡିଜ ଅସାମାନ୍ୟ ପ୍ରତିଭା, ସକାରତ୍ମକ ମନୋଭାବ ଏବଂ ଅପୂର୍ବ ସ୍ୱଭାବର ମିଶ୍ରଣକୁ ପରିପ୍ରକାଶ କରିଛି । ଗତ ଦଶନ୍ଧିରେ ଦଳ ସେହି ଅନନ୍ୟ ଭାବନାକୁ ପୁନଃ ଆବିଷ୍କାର କରିଛି ଏବଂ ସେମାନଙ୍କ ପାଖରେ ଏଭଳି ଖେଳାଳୀ ଅଛନ୍ତି ଯେଉଁମାନେ ଦୁଇଟି ଟି୨୦ ବିଶ୍ୱକପ ଜିତିବାରେ କେରେବିଅନଙ୍କୁ ସାହାଯ୍ୟ କରିଛନ୍ତି । ରୟାଲ ଷ୍ଟାଗ ବର୍ଷ ବର୍ଷ ଧରି ଏହି ସମସ୍ତ ଗୁଣ
ପାଳନ କରିଆସୁଛି, ଯାହା ଏହି ଯୋଡକୁ ଆହୁରି ସ୍ୱତନ୍ତ୍ର କରିଥାଏ । ଖାଲି ସେତିକି ନୁହେଁ, ଟି ୨୦
କ୍ରିକେଟ ରେ ସେମାନଙ୍କର ଉଲ୍ଲେଖନୀୟ ଖେଳ ପରିବ ର୍ନ ପ୍ରଦର୍ଶନ ହେତୁ ଏହି ଦଳର ଅନେକ ଖେଳାଳି ଭାରତରେ ଆଦର ଲାଭ କରନ୍ତି । ପ୍ରାୟ ଦୁଇ ଦଶନ୍ଧି ଧରି ସୀମିତ ଓଭର କ୍ରିକେଟର ଉତ୍ସାହ ଏବଂ ସ୍ପନ୍ଦନାତ୍ମକ କାର୍ଯ୍ୟ ସହିତ ରୟାଲ ଷ୍ଟାଗ ସମକକ୍ଷ ରହି ଆସିଛି । ଚାଲୁଥିବା ଶୃଙ୍ଖଳା ପାଇଁ ୱେଷ୍ଟଇଣ୍ଡିଜ ର ଅଫିସିଅଲ ପ୍ରଯୋଜକ ହୋଇ ଆମେ ଖେଳର ଯାଦୁ ସହିତ ଆମର ସଞ୍ଜୋଗ ଜାରି ରଖିଛୁ ।
କ୍ରିକେଟରେ ୱେଷ୍ଟଇଣ୍ଡିଜ ବାଣିଜ୍ୟିକ ନିର୍ଦ୍ଦେଶକ ଡୋମିନିକ ୱାର୍ଣ୍ଣ କହିଲେ: “ଭାରତରେ ଆମର
ରୋମା କର ୱେଷ୍ଟଇଣ୍ଡିଜ ପୁରୁଷ ଦଳ ସହିତ ରୟାଲ ଷ୍ଟାଗର ଏହି ନୂତନ ସହ ଭାଗିତାକୁ ବିକଶିତ କରି ଆମେ ପ୍ରକୃତରେ ଆନନ୍ଦିତ । ଭାରତ ତଥା ବିଶ୍ୱର ପ୍ରଶଂସକମାନେ ୱେଷ୍ଟଇଣ୍ଡିଜ ଦଳ ଏବଂ ଖେଳାଳିଙ୍କୁ ସର୍ବଦା ବହୁତ ଭଲ ପାଆନ୍ତି ଏବଂ ଅନୁସରଣ କରନ୍ତି । ୨୦୨୨ ମସିହା ଶେଷ ଭାଗରେ କେରେବିଅନ ଗସ୍ତ ଯୋଗୁଁ ଭାରତ ସହିତ ତୀବ୍ର
କ୍ରିକେଟର ବ୍ୟସ୍ତ ବହୁଳ ବର୍ଷରେ ଆମ ଆଗରେ ଏକ ଏକ୍ସନ-ଭରପୁର ହୋଇଥିବା ୨୦ଶୃଙ୍ଖଳା ସହିତ ଏହି ଏସୋସିଅନକୁ ନେଇ ଆମେ ଉତ୍ସାହିତ।