BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମା ହେବେ ଇଲିଆନା

ମୁମ୍ବାଇ: ବଲିଉଡ ମୁଭିର ଆଗଧାଡିର ନାୟିକା ଇଲିଆନା ଡିକ୍ରୁଜ ୩୬ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି। କିଛିଦିନ ତଳେ ଅଭିନେତ୍ରୀ ପ୍ରେଗ୍ନେସି ଖବର ଶେୟାର କରି ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରେଗ୍ନେସି କ୍ରଓ୍ବେିଙ୍ଗସ କଥା କହିଥିଲେ। ଯେଉଁଥିରେ ସେ ବ୍ଲାକ ଫରେଷ୍ଟ କେକ ଏନଜୟ କରିଥିଲେ। ଏହି କେକକୁ ଆଉ କେହି ନୁହେଁ ଇଲିଆନାଙ୍କ ଭଉଣୀ ବନାଇଥିଲେ। ଇଲିଆନା କୁହନ୍ତି ତାଙ୍କ ଭଉଣୀ ଏହି କେକକୁ ସବୁଠାରୁ ଭଲ ବନାନ୍ତି।
ଅନ୍ୟ ଏକ ଫଟୋରେ ଇଲିଆନାଙ୍କ ହାତରେ ଥିବା ବାଉଲରେ ଗୋଟିଏ ପିସ କେକ ଦେଖିବାକୁ ମିଳିଥିଲା। କ୍ୟାପଶନରେ ଲେଖାଥିଲା- କମ ଟୁ ମାମା। ଅଭିନେତ୍ରୀ ତାଙ୍କ ପ୍ରେଗ୍ନେସି ଏନଜୟ କରୁଥିବା ଦେଖି ପ୍ରଶଂସକ ଖୁବ୍‌ ଖୁସି ହୋଇଥିଲେ। ହେଲେ ସମସ୍ତଙ୍କ ମନରେ ପ୍ରଶ୍ନ ପିଲାଟିର ପିତା କିଏ। କାରଣ ଇଲିଆନା ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। ତେଣୁ ବିବାହ ପୂର୍ବରୁ ସେ ମାଆ ହେବାକୁ ଯାଉଥିବାରୁ ଏମିତି ଆଲୋଚନା ହେଉଛି। ସେଥିପାଇଁ ପିଲାର ପିତାଙ୍କୁ ନେଇ ଏତେ ସସପେନ୍ସ ଆସୁଛି।
ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିନ ଲୌରେଣ୍ଟଙ୍କୁ ଡେଟ କରୁଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ କେହି ଏହି ରିଲେଶନକୁ କନଫର୍ମ କରି ନାହାନ୍ତି। ସେଥିପାଇଁ ଜଣାପଡୁନାହିଁ ଯେ ଇଲିଆନା ଏବେ କାହାକୁ ଡେଟ କରୁଛନ୍ତି।