BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତ ସରକାରଙ୍କ ବିରୁଦ୍ଧରେ କୋର୍ଟକୁ ଗଲା ହ୍ଵାଟ୍ସଆପ।

ନୂଆଦିଲ୍ଲୀ,୨୬।୫: ଭାରତ ସରକାରଙ୍କ ବିରୋଧରେ ହ୍ବାଟସ୍‌ଆପ୍‌ କୋର୍ଟର ଦ୍ୱାରସ୍ଥ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟସ୍‌ଆପ୍‌ ପକ୍ଷରୁ ଏକ ମାମଲା ଦାଏର କରାଯାଇଛି। ବୁଧବାରଠାରୁ ଭାରତାରେ ଲାଗୁ ହେବାକୁ ଥିବା ନୂଆ ଆାଇଟି ନିୟମ ଉପରେ ରୋକ ଲଗାଯିବା ପାଇଁ ହ୍ବାଟସ୍‌ଆପ୍‌ ଆବେଦନ କରିଛି। ମେସେଞ୍ଜର ଆପ୍‌ ପକ୍ଷରୁ କୁହାଯାଇଛି ଯେ, ନୂଆ ନିୟମ ଦ୍ୱାରା ୟୁଜରଙ୍କ ରାଇଟ୍‌ ଟୁ ପ୍ରିଭେସି ଦୁର୍ବଳ ହୋଇଯିବ। ନୂଆ ନିୟମ ଅନୁସାରେ ଚାଟ୍‌କୁ ଟ୍ରେସ୍‌ କରିବାକୁ ପଡ଼ିବ। ଏହା ମେସେଜ୍‌ର ଫିଙ୍ଗରପ୍ରିଣ୍ଟ୍‌ ରଖିବା ଭଳି ସାବ୍ୟସ୍ତ ହେବ। ଫଳରେ ୟୁଜରଙ୍କ ପ୍ରିଭେସି ପ୍ରଭାବିତ ହେବ ବୋଲି ହ୍ବାଟସ୍‌ଆପ୍‌ ପକ୍ଷରୁ ଆବେଦନରେ ଉଲ୍ଲେଖ କରାଯାଇଛି।