କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ
-
କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-
ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ହେଲା ଅଧିକ ସୁଦୃଢ଼
-
ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ନିରନ୍ତର ଆମ୍ବୁଲାନସ ସେବା ଯୋଗାଇଦିଆଯିବ
-
ବିମାନ ଯୋଜନାରେ ଏୟାରଷ୍ଟ୍ରିପରେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ- ମୁଖ୍ୟମନ୍ତ୍ରୀ
Hon’ble Chief Minister Shri @MohanMOdisha today inaugurated 250 new ambulances at Kalinga Stadium, Bhubaneswar, as part of the State Government’s major push to strengthen emergency healthcare services.
Highlights:
✅ Part of 428 new ambulances being inducted; 150 launched… pic.twitter.com/X6GBiFdQHf
— CMO Odisha (@CMO_Odisha) February 10, 2026
ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଜୀବନ ରକ୍ଷାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ ଟି ନୂତନ ଆମ୍ବୁଲାନ୍ସ ପ୍ରଚଳନ ପାଇଁ ପ୍ରାବଧାନ କରାଯାଇଛି।
ଏହି କ୍ରମରେ, ପୂର୍ବରୁ…— Mohan Charan Majhi (@MohanMOdisha) February 10, 2026
ଆଜି କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କ ସେବାରେ ଆଉ ୨୫୦ଟି ନୂତନ ‘୧୦୮’ ଆମ୍ବୁଲାନ୍ସର ଶୁଭାରମ୍ଭ କଲି। ଆମ ସରକାର ଲୋକଙ୍କ ସରକାର; ତେଣୁ ଉପକୂଳରୁ ଉପାନ୍ତ ଏବଂ ଗାଁରୁ ସହର – ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଆମର ପ୍ରାଥମିକତା। ରାଜ୍ୟର ଜରୁରୀକାଳୀନ… pic.twitter.com/7wNUkpaUi4
— Mohan Charan Majhi (@MohanMOdisha) February 10, 2026
ରାଜ୍ୟବାସୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ସୁନିଶ୍ଚିତ କରିବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦ୍ୱାରା ୨୫୦ଟି ନୂତନ '୧୦୮' ଆମ୍ବୁଲାନ୍ସର ଲୋକାର୍ପଣ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜଭୁତ କରିବ। ଜରୁରୀ ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାଳୟରେ ପହଞ୍ଚାଇବା ସହ… pic.twitter.com/Y049gUG9mF
— CMO Odisha (@CMO_Odisha) February 10, 2026
ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବାବେଳେ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୫୦ ଟି ନୂଆ… pic.twitter.com/1dhrOSPhe0
— CMO Odisha (@CMO_Odisha) February 10, 2026
ସୁସ୍ଥ ଓ ସୁରକ୍ଷିତ ଓଡ଼ିଶା ଗଢ଼ିବା ଆମ ସରକାରଙ୍କର ମୁଖ୍ୟ ସଂକଳ୍ପ, ଯେଉଁଥିରେ ସ୍ୱାସ୍ଥ୍ୟ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା ପାଇଁ ₹୧୧୧ କୋଟି ବିନିଯୋଗରେ ୪୨୮ଟି ନୂତନ ‘୧୦୮’ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଆମେ ପଦକ୍ଷେପ ନେଇଛୁ। ପ୍ରଥମ… pic.twitter.com/ncW1lhahbO
— Mohan Charan Majhi (@MohanMOdisha) February 10, 2026