BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର
Browsing Category

ସାହିତ୍ୟ ଓ ସଂସ୍କୃତି

ଭାଷାରୁ ସାହିତ୍ୟ ସୃଷ୍ଟି ଏବଂ ସାହିତ୍ୟ ଆମ ସମାଜର ବାସ୍ତବିକତାକୁ ପ୍ରତିଫଳନ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ଆଜିର…

ବିଦେଶରୁ ଫେରିଲା ଭାରତର ସାଂସ୍କୃତିକ ଗୌରବ: ୧୨୭ ବର୍ଷ ପରେ ପୁଣି ଥରେ ଏକାଠି ହେଲା ବୁଦ୍ଧଙ୍କ ଦୁର୍ଲଭ…

ନୂଆଦିଲ୍ଲୀ: ଭାରତୀୟ ସଭ୍ୟତା ଓ ଆଧ୍ୟାତ୍ମିକ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ବ୍ରିଟିଶ ଶାସନ କାଳରେ ଭାରତରୁ ବିଦେଶକୁ ଚାଲିଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର 'ପିପ୍ରାୱା ରତ୍ନାବଳୀ' ଦୀର୍ଘ ୧୨୭ ବର୍ଷ ପରେ ପୁଣି ଥରେ ଦେଶବାସୀଙ୍କ ଦର୍ଶନ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ…

ଓଡ଼ିଆ ସଙ୍ଗୀତ ଜଗତରୁ ଆଉ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅସ୍ତ, ଚାଲିଗଲେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ

ଭୁବନେଶ୍ବର/କଟକ : ଓଡ଼ିଶାର ଜଣେ ସୁନାମଧନ୍ୟ ତଥା ପ୍ରତିଭାବାନ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ହଠାତ୍ ସେ ମସ୍ତିସ୍କାଘାତ ବା ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏହାପରେ ତାଙ୍କୁ କଟକର ଏକ ଘରୋଇ…

ଆରମ୍ଭ ହେଲା ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା

ଭୁବନେଶ୍ଵର : ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ଵତନ୍ତ୍ର ଆକର୍ଷଣ ରହିଛି। ଏହା ଆମ ସମୃଦ୍ଧ ଐତିହ୍ୟର ପରିଚୟ ଏବଂ ଆମ ଅସ୍ମିତାର ନିଦର୍ଶନ ବୋଲି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳାର ଶୁଭ…

ନବରଙ୍ଗପୁର ରାଜ୍ୟ ରାଜଧାନୀ ଠାରୁ ବହୁ ଦୂରରେ ଥିଲେ ମଧ୍ୟ ବିକାଶ କେବେ ଜିଲ୍ଲା ପାଇଁ ଦୂର ହେବ ନାହିଁ –…

ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ଆସନ୍ତା ୪ ବର୍ଷରେ ଏହି ଯୋଜନାରେ ମହାପ୍ରଭୁଙ୍କ ଦର୍ଶନ କରିବେ ୧…

ଓଡ଼ିଆ ଜାତି ଓ ଜାଗୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଲେ ଦର୍ଶନ ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୨୦ ହଜାରରୁ ଉର୍ଦ୍ଦ୍ୱ ବରିଷ୍ଠ ନାଗରିକ ନେବେ ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତି ମହାପ୍ରଭୁଙ୍କ…

ଦାଣ୍ଡମୁକୁନ୍ଦପୁର ମା’ ବଗଲାମୁଖୀ ପୀଠରେ ମହାଯଜ୍ଞ: ୧୫ରୁ ଆରମ୍ଭ ହେବ ସପ୍ତାହ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ

ପିପିଲି/ଭୁବନେଶ୍ୱର: ଧର୍ମ ଓ ଆଧ୍ୟାତ୍ମିକତାର ସହର ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁରସ୍ଥିତ ପ୍ରସିଦ୍ଧ ମା’ ବଗଲାମୁଖୀ ପୀଠରେ ଏକ ବିରଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ରବିବାର ୧୫ ତାରିଖଠାରୁ ଏଠାରେ ସପ୍ତାହ ବ୍ୟାପି ୧୪୧ କୁଣ୍ଡୀୟ…

ସନାତନ ହିନ୍ଦୁ ଧର୍ମ ଆମର ପରିଚୟ, ଆମର ଗର୍ବ ଓ ଆମର ଆତ୍ମା”

ଭୁବନେଶ୍ୱର: ସନାତନ ହିନ୍ଦୁ ଧର୍ମର ମୂଲ୍ୟବୋଧକୁ ଉଜ୍ଜୀବିତ ରଖିବା ଏବଂ ସମାଜରେ ଏକତା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଭି.ଏସ୍.ଏସ୍.ନଗର ଅନ୍ତର୍ଗତ ଡି.ଏଲ୍. କଲୋନୀସ୍ଥିତ ମା’ ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ‘ସମଗ୍ର ହିନ୍ଦୁ ସମାଜ’ ପକ୍ଷରୁ ଏକ ଭବ୍ୟ ‘ସଂକ୍ରାନ୍ତି…

ଡା. ଲକ୍ଷ୍ମୀବାଇଙ୍କର ଉଦାରତା କେବଳ ଦାନରେ ସୀମିତ ନୁହଁଁ; ଏହା ସମାଜ ପାଇଁ ଏକ ବିରାଟ ନୈତିକ ଦିଗଦର୍ଶନ ଓ ପ୍ରେରଣା

ବ୍ରହ୍ମପୁର  : ଆଜିର ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରୀକ ସମାଜରେ ଡା. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ । ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ ଓ ତମାମ ବିଶ୍ୱକୁ ସମ୍ପ୍ରସାରିତ ହେବା ଦରକାର।…

ସାମୂହିକ ପ୍ରୟାସରେ ସମ୍ଭବ ଜାଗର ମହୋତ୍ସବ; ସେବାୟତଙ୍କ ଠାରୁ ପ୍ରଶାସନ, ସଭିଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ନେଇ ସମୀକ୍ଷା ବୈଠକ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ଉପରେ ଗୁରୁତ୍ୱ ପାର୍କିଂ, ଜଳଯୋଗାଣ, ପରିମଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ଓ ଭକ୍ତଙ୍କ ସୁରକ୍ଷା ନେଇ ଆଲୋଚନା…