BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ଓସୋମ୍ ବୋବାସ୍

ଭୁବନେଶ୍ବର- ରାଜଧାନୀର ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର। କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଓସୋମ୍ ବୋବାସ୍ ଆଉଟଲେଟ୍ ଆରମ୍ଭ ହୋଇଛି। ଓଡିଶାରେ ବିଙ୍ଗସୁ’ର ଏହା ପ୍ରଥମ ଆଉଟଲେଟ୍। ଯେଉଁଠାରେ ବିଙ୍ଗସୁ’ର ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା ବିଙ୍ଗସୁ,ଓରିଓ ଓବେସନ୍ ବିଙ୍ଗସୁ ଭଳି ଆହୁରି କୋରିଆନର ବିଙ୍ଗସୁ ମେନ୍ୟୁ ରହିଛି। ସେହିପରି ବବଲ୍ ଟି’ର ମିଲ୍କ ବେସ୍ ସିରିଜରେ ତାରାେ ତମସା, ମାଚ୍ଚା ମସ୍ତି, ଚକୋଲେଟ୍ ପାରାଡାଇଜ୍, ଥାଇ ଟ୍ବିଷ୍ଟ, ଭେଲା ଭାନିଲା, ଫ୍ରୁଟ୍ ବେସ ସିରିଜରେ ମ୍ୟାଙ୍ଗୋ ମ୍ୟାଜିକ୍, କୋକୋବେରୀ ପଞ୍ଚ, ପିନା କୋଲଡା ବ୍ଲାଷ୍ଟ, କାସ୍ମିର ରୋଜ୍ ରାନି, ବ୍ଲୁ ଅବତାର ଏବଂ କ୍ରାକିଂ ଚକୋଲେଟ୍ ବୋବାରେ ଚକୋ ଥଣ୍ଡର ଥାଇ, ମାଚା ବୁମ୍, କ୍ରାକିଂ କଫି, ଟପିଂରେ ରେନବୋ ଜେଲି, ପପିଂ ବୋବା, କଫି ଜେଲି ଓ କୋକୋନଟ୍ ଜେଲି ଭଳି ଅନେକ ପ୍ରକାର ବବଲ୍ ଟି ରହିଛି। ଏନେଇ ଓସୋମ୍ ବୋବର ଆଉଟଲେଟ୍ ମୁଖ୍ୟ ଅଭିଜିତ୍ ରଥ କହିଛନ୍ତି ଭୁବନେଶ୍ବର ସ୍ମାର୍ଟ ସିଟି ହୋଇଛି। ଯୁବପିଢୀ ସବୁବେଳେ ନିଆରା ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହା ଖୋଲା ଯାଇଛି। ଖାଦ୍ୟପ୍ରେମୀମାନେ ଏହାର ଲାଭ ନେଇପାରିବେ। ଆଉଟଲେଟର ଅନ୍ୟତମ ମୁଖ୍ୟ ମାଧବ ହାଂସଦା କହିଛନ୍ତି ଏଠାରେ ବିଙ୍ଗସୁ ଓ ବବଲ୍ ଟି’ର ଅଧିକ ଡିମାଣ୍ଡ ରହିଛି। ଭୁବନେଶ୍ବରରେ ପ୍ରଥମେ ଆରମ୍ଭ ହୋଇଥିବାରୁ ଲୋକେ ପସନ୍ଦ କରିବେ ବୋଲି ଆଶା ରହିଛି। ଆଗାମୀ ଦିନରେ ପୁରା ଭାରତ ବର୍ଷରେ ଖୋଲିବା ପାଇଁ ଲକ୍ଷ୍ୟ ରହିଛି। ଉଦଘାଟନ ସମୟରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।