BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭୁବନେଶ୍ବର ରନ୍‌ୱେ ଓ୍ବିକ୍ ଆକର୍ଷଣୀୟ ଡିଜାଇନ୍‌ ପରିବେଷଣ କଲେ ୬ ଜଣ ଡିଜାଇନ୍‌ର

ଭୂବନେଶ୍ୱର:ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଈ ସମସ୍ତେ ଇଛ୍ଛା କରନ୍ତି।ସେଥିପାଈ ନୂଆ ଡିଜାଇନ୍‌ର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା।ସବୁବର୍ଗର ପିଢିକୁ ନଜରରେ ରଖି ଆଡିକ୍ସନ ଫ୍ୟାସନ୍ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ନିର୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୂବନେଶ୍ୱର ରନ୍‌ୱେ ଓ୍ବିକ୍ ର ଅଷ୍ଟମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଳିଙ୍ଗ କଶରୀ ରଥ(ଇଭୋସ୍ ବିଲ୍ଡକନ ) ,ନବୀନ ଖଣ୍ଡୋଇ(ମୁଖ୍ୟ ଉପଦେଷ୍ଟା,ଭୁବନେଶ୍ବର ରନ୍‌ୱେ ଓ୍ବିକ୍),ସୁମା ମହାନ୍ତି(ପ୍ରତିଷ୍ଠାତା ଚାର୍ମସ ଓ ରିଫ୍ଲେକ୍ସନ୍‌) ଓ ଅନ୍ୟା୍ନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ।ପ୍ରଥମ ଦିବସରେ ପ୍ରିଆଜ୍ ବାଏ ପ୍ରିୟା ମହାପାତ୍ରଙ୍କ ଦ୍ବାରା ଖସିସ୍ ର ପାରମ୍ପରିକ ସୁକ୍ଷ୍ମ ଓ ପୁରାତନ ଏମ୍ରୋଡୋରୀ ସେହିପରି ଦେବାଙ୍ଗିନି ବେହେରା ଙ୍କ ଡାପର ଡେଲି କଲେକ୍ସନ୍ ଅତି ସୁନ୍ଦର ଥିଲା ଯାହା ପୁରାତନ ସାହିତ୍ୟିକ ରୂପ ଉପରେ ଧ୍ୟାନ ଦେଇଥାଏ ।,ବ୍ଲୋସୁମ୍ସ୍ କୋଚର ବାଏ ମନିଷ୍ ଓ ଅଭିପ୍ସାଙ୍କ ଡିଜାଇନ୍ ରେ ଇଣ୍ଡୋ ପାଶ୍ଚାତ୍ୟ ସିଲହୋଟ୍ ଉପରେ ଆଧାରିତ ଥିଲା।ଟେକ୍ସାସ୍ ଜିନ୍ ଡେନିମ୍ ସଂଗ୍ରହ ପ୍ରଦର୍ଶିତ କରିଥିବା ବେଳେ ସତ୍ୟ ମହାରଣାଙ୍କ ଆର୍ଥିକ୍ ହୁଇକ୍ କଲେକ୍ସନ୍ ରେ ମାଣିଆବନ୍ଧ ଗୋପାଳପୁର ଟସର କ୍ଲଷ୍ଟର ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଓଡିଆ ହ୍ୟାଣ୍ଡଲୁମ୍‌ ବ୍ୟବହାର କରି ପାମ୍ପରିକ ରୌପ୍ୟ ଜୁଏଲରୀ ବ୍ୟବହୃତ ଡିଜାଇନ୍ ପ୍ରଦର୍ଶିତ କରାଯାଇଥିଲା।
ସେହିପରି ଦକ୍ଷ୍ୟା ଡିଜାଇନ୍ ଷ୍ଟୁଡ଼ିଓର ସବିତ୍ରୀ ପାଣିଗ୍ରାହୀଙ୍କ ଦ୍ବାରା ଗ୍ରୀଷ୍ମ ସଂଗ୍ରହ କଲେକ୍ସନ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।