BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୩୦ ନମ୍ବର ଜୋନରେ ବିଜେଡିର ପ୍ରଚାର ଆରମ୍ଭ

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ
ବିଜେଡି ପ୍ରାର୍ଥୀନୀ ବବିତା ରାଉତ ବିଧିବଧ ଭାବେ ନିଜର ସିମିତ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଜି ଉତ୍ତର ବିଧାୟକ
ସୁଶାନ୍ତ ରାଉତଙ୍କ ନିର୍ଦ୍ଧେଶ କ୍ରମେ ଓଡିଶା ମୋ ପରିବାରର ସଂପାଦକ ସୁବାଷ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବିଜେଡି କର୍ମୀ ମନୋରଞ୍ଜନ
ଦାସ,ପ୍ରସନ୍ନ ସାହୁ,କାଳି ଚରଣ ସିଂ, ତ୍ରୈଲୋକ୍ୟ ରାଉତ, ସଂଯୁକ୍ତା ମହାନ୍ତି,ମିଲି ରଣା,ଇଲ୍ଲା ସ୍ୱାଇଁ,ପଦ୍ମାଳୟା ମହାନ୍ତି,ବୀଣାପାଣି ଦାସ
ପ୍ରମୁଖ ଯୋଗଦେଇ ବରିମୁଣ୍ଡ ପଞ୍ଚାୟତର ବେହେରା ସାହି,ଢିଅ ସାହି,ଭୋଇ ସାହି,ରାମଗଡ ଓ ଭୂୟାଁ ସାହିରେ ଘରଘର ବୁଲି ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ କହିବା ସହିତ ବବିତା ରାଉତଙ୍କୁ ଶଂଖ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ
ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।