BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା ଡବଲ ମ୍ୟୁଟାଣ୍ଟ ଭୂତାଣୁକୁ ପ୍ରତିହତ କରିବ କୋଭାକ୍ସିନ ।

ଓ୍ୱାଶିଂଟନ :  ଭାରତରେ ପ୍ରସ୍ତୁତ କୋଭାକ୍ସିନ କରୋନା ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ ବୋଲି ଆମେରିକା ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଖଉଟି ଘୋଷଣା କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପୂର୍ବରୁ ହୋଇଥିବା କୋଭାକ୍ସିନ ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ଫଳପ୍ରଦଭାବେ ପରାହତ
କରିପାରିବ। ଡକ୍ଟର ଖଉଟି କହିଛନ୍ତି ଭାରତରେ ଦେଖାଦେଇଥିବା ପ୍ରକୃତ ଅସୁବିଧା ଗୁଡିକ ସତ୍ୱେ ଟିକାକରଣ କରୋନା ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଭାବେ କାର୍ଯ୍ୟ କରିବ। ଜାତୀୟ ରୋଗ ସଂକ୍ରମଣ ପ୍ରତିଷ୍ଠାନ ଏବଂ ଜାତୀୟ ଭେଷଜ ଗବେଷଣା ପରିଷଦର  ସହଭାଗିତାରେ ଭାରତ ବାୟୋଟେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିଛି।