BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ରାଶିଫଳ-ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ଚନ୍ଦ୍ରଙ୍କ କାରଣରୁ ଗୃହ କାର୍ଯ୍ୟରେ ମନ ବଳାଇବେ। ଯେକୌଣସି ପରୀକ୍ଷାରେ ସଫଳ ହେବେ। ପରିବେଶରୁ ଆନନ୍ଦ ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଶାନ୍ତି ଦେଖାଦେବ।

ବୃଷ : ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି। ରୋଗରୁ ମୁକ୍ତି ପାଇବେ। ଆର୍ଥିକ ପରିସ୍ଥିତି ଜଟିଳ ହେବେ। ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ। ଭାଇ ଭାଇ ଭିତରେ ମନମାଳିନ୍ୟ ଘଟିବ।

ମିଥୁନ : ଆଜି ସକାଳୁ ସକାଳୁ ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଆୟ ବ୍ୟୟ ସମାନ ରହିବ। ମାନସିକ ଉଦ୍‌ବେଗ ବଢ଼ିବ।

କର୍କଟ : ଗୃହରୁ ଆନନ୍ଦ ପାଇବେ। ଯୋଗାଯୋଗରୁ ପ୍ରଗତି ଘଟିବ। ଜଞ୍ଜାଳରେ ପଡ଼ିପାରନ୍ତି। ଅପେକ୍ଷା ବିଫଳ ହେବ। ଦ୍ରବ୍ୟ ଲାଭ କରିପାରନ୍ତି। ବ୍ୟୟ ଅଧିକ ହେବ।

ସିଂହ : କାର୍ଯ୍ୟରେ ଆନନ୍ଦ ପାଇବେ। ଗୃହ କାର୍ଯ୍ୟରେ ପ୍ରଗତି ଘଟିବ। ବିଭିନ୍ନ କାରଣରୁ ଚିନ୍ତାରେ ପଡ଼ିବେ। ଅପ୍ରିୟ ଘଟଣା ଘଟିପାରେ। ଯାତ୍ରାଦିରୁ କ୍ଲାନ୍ତି ବଢ଼ିବ। ବିପଦରେ ପଡ଼ିପାରନ୍ତି।

କନ୍ୟା : ଆଜି ବନ୍ଧୁ ମେଳରେ ଦିନ କାଟିବେ। କଳହାଆଦିରେ ପଡ଼ିପାରନ୍ତି। ଯାତ୍ରାରେ ବୃଦ୍ଧି ଘଟିବ। ଶାରୀରିକ କଷ୍ଟ ଭୋଗିବେ। ସ୍ମରଣ ହାନି ଘଟିପାରେ। ଆୟରେ ବୃଦ୍ଧି ଘଟିବ।

ତୁଳା : ପରିବାରରେ ଅଶାନ୍ତି ଉପୁଜିବ। ଅସୁବିଧା ଘନିଭୂତ ହେବ। ମାନସିକ ଉତେଜନା ଭୋଗିବେ। ଚନ୍ଦ୍ରଙ୍କ ପ୍ରଭାବରୁ ଭୋଜନାଦିରେ ତୃପ୍ତି ହୋଇପାରନ୍ତି। ଦୂରଯାଗାକୁ ଯିବେ।

ବିଛା : ଆଜି ମନ ଦୂର୍ବଳ ରହିବ। ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ପ୍ରିୟ ଲୋକମାନଙ୍କ ସହିତ ଆନନ୍ଦିତ ହେବେ। ଦକ୍ଷତା ବଢ଼ିବ। କର୍ମଧାରାରେ ଉନ୍ନତି କରିବେ।

ଧନୁ : ଶନିଙ୍କ ପ୍ରଭାବରୁ ମନସ୍କାମନା ସଫଳ ହେବ। ଆଳସ୍ୟ ବୃଦ୍ଧି ପାଇବ। ସାମୂହିକ କାର୍ଯ୍ୟରେ ଆଗେଇବେ। ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ।

ମକର : ଆଜି ଚାକୀରିରେ ସୁପ୍ରତିଷ୍ଠିତ ହୋଇପାରନ୍ତି। ଆର୍ଥିକ ଉନ୍ନତି ଘଟିବ। ବ୍ୟବସାୟରେ ଉନ୍ନତି କରିବେ। ଶୁଭ କାର୍ଯ୍ୟରେ ସମ୍ମାନୀତ ହେବେ। ଆୟ ଠାରୁ ବ୍ୟୟ ଅଧିକ ହେବ।

କୁମ୍ଭ : କାର୍ଯ୍ୟରେ ଉନ୍ନତି ହେବ। ଭୂମି ଓ ପଶୁ ଲାଭ ଯୋଗ ଅଛି। ଚାକିରୀରେ ସଦା ପ୍ରସନ୍ନ ରହିବେ। ଯାନବାହନ କ୍ରୟ ଯୋଗ ଅଛି। ମନରେ ଭକ୍ତି ଭାବ ଜାଗ୍ରତ ହେବ।

ମୀନ : ଆୟର ପ୍ରତିରୋଧ କରିବେ। କୌଣସି ବିଷୟକୁ ନେଇ ଆଲୋଚନା କରିବେ। ଭ୍ରମାଣାଦିରେ ଶାନ୍ତି ପାଇବେ। ପଦୋନ୍ନତି ପାଇଁ କାର୍ଯ୍ୟ କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରିବେ।