BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

II ଆଜିର ଖବର II ତାରିଖ:୧୦/୦୫/୨୫ II ଶନିବାର II

୧-ଭୁବନେଶ୍ଵର: ହାଇ ଆଲର୍ଟରେ ଓଡିଶା । ସେନା ପ୍ରତିଷ୍ଠାନ, ମନ୍ଦିର, ବନ୍ଦର ଠାରୁ ଆରମ୍ଭ କରି ଉପକୂଳ ସୁରକ୍ଷା କଡାକଡି କଲେ ଓଡିଶା ସରକାର।

୨-ଜମ୍ମୁରୁ ଫେରୁଛନ୍ତି ଓଡ଼ିଆ ଛାତ୍ର; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଖୋଲିଲେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ, ଫୋନ୍ ନଂ:୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧।

୩-ଯୁଦ୍ଧ ପରିସ୍ଥିତି ସମୟରେ ଦେଶରେ ଅଦ୍ଭୁତପୂର୍ବ ରାଜନୈତିକ ଏକତା, ଦେଶ ସହ ଆମେ,ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନ ଜାରି।

୪-ମାଲକାନଗିରି:୩୮ ମାଓବାଦୀଙ୍କ ଆତ୍ମସମର୍ପଣ, ତେଲଙ୍ଗାନା ପୋଲିସ ନିକଟରେ କଲେ ଆତ୍ମସମର୍ପଣ।

୫-କଟକ:ଛାଡ଼ପତ୍ର ଓ ଭରଣପୋଷଣ ମାମଲାରେ ଟେଲି ଅଭିନେତା ହରିଶ ଖଣ୍ଡେଲଓ୍ବାଲ ଗିରଫ, ଜାମିନ ପ୍ରଦାନ କଲେ କୋର୍ଟ

୬-ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଉ ଏକ ନୋଟିସ୍, ଦୁଇ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ

୭-ଦାରିଙ୍ଗବାଡି:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।

୮-ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାକୁ ଫେରିଛି ତାତି,ଛ’ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଲା।

୯-୧୬ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଘାଟିତ, ୪୨ଟି ଦେଶର ୧୨୦୦ ଖେଳାଳିଙ୍କ ରହିଛି ଯୋଗଦାନ।

୧୦-ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ପ୍ରୟୋଗ ହେବ।

୧୧-ନିରାଶ ହୁଅନ୍ତୁନି କ୍ରିକେଟପ୍ରେମୀ ; ସପ୍ତାହେ ପରେ ପୁଣି ଆରମ୍ଭ ହେବ IPL।

୧୨-ଏବେ ପୁଣି ଥରେ ମୋନାଲିସା ପାପାରାଜୀଙ୍କ କ୍ୟାମେରାରେ କଏଦ,ଚାଲି-ହସ ପୂରା ସୁପର୍‌ଷ୍ଟାର୍; ମୋନାଲିସାଙ୍କ ଆଗରେ ପୂରା ଫିକା ଦୀପିକା-କାଟ୍ରୀନା

୧୩-ବୋମା କହି ପାକିସ୍ତାନକୁ ଖେଳନା ଧରାଇଦେଲେ ଚୀନ୍ – ତୁର୍କୀ : ଭାରତ ମାଟିରେ ୫୦୦ ଡ୍ରୋନ୍ ଫୁସ୍।

୧୪-ପାକିସ୍ତାନ ଉପରେ ପ୍ରକୃତିର କୋପ ! ୪.୦ ତୀବ୍ରତାରେ ଥରିଲା ଇସଲାମାବାଦ।

୧୫-ସବୁ ଏଟିଏମ୍‌ ସହ ଡିଜିଟାଲ ସେବା ସ୍ୱାଭାବିକ ଚାଲୁଛି, କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଏସବିଆଇର ପରାମର୍ଶ।

୧୬-ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ
ଦେଶରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଗଲା ପରୀକ୍ଷା।

୧୭-ଇସଲାମାବାଦ-ଲାହୋରରେ ନିଆଁ ବର୍ଷା, ପାକିସ୍ତାନର ୩ ଏୟାରବେସ୍ ସହ ସେନା ମୁଖ୍ୟାଳୟ ନିକଟରେ ହେଲା ବଡ଼ ବିସ୍ଫୋରଣ।

୧୮-୩୬ଟି ସ୍ଥାନକୁ ୩୦୦ରୁ ୪୦୦ ଡ୍ରୋନ୍ ଆକ୍ରମଣ କରିଛି ପାକିସ୍ତାନ, ବେସାମରିକ ବିମାନକୁ କରୁଛି ଢାଲ: ଭାରତୀୟ ସେନା।

୧୯-ପାକିସ୍ତାନ ସେନା ତୁର୍କୀ ଡ୍ରୋନ୍ ବ୍ୟବହାର କରିଛି-କର୍ଣ୍ଣେଲ ସୋଫିଆ କୁରେଶୀ।

୨୦-ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ।

୨୧-ଉରିରେ ପୁଣି ଆକ୍ରମଣ କଲା ପାକିସ୍ତାନ, ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼।

୨୨-ଭାରତୀୟ ସେନାକୁ ସହଯୋଗ କରିବାକୁ ସାମିଲ ହେବ ଟେରିଟୋରିଆଲ୍‌‌ ଆର୍ମି।

୨୩-ଉତ୍ତେଜନା କମ୍ କରନ୍ତୁ ଭାରତ-ପାକିସ୍ତାନ, ଆମେ କରିବୁନି ମଧ୍ୟସ୍ଥତା:ସଂଘର୍ଷ ସମୟରେ ଟ୍ରମ୍ପଙ୍କ ବଡ ବୟାନ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏