BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

II ଆଜିର ଖବର II ତାରିଖ:୧୭/୦୪/୨୫ II ଗୁରୁବାର II

୧-ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆଜିଠୁ ପଞ୍ଜିକରଣ ଆରମ୍ଭ।

୨-ଉପାନ୍ତ ନୂହେଁ; ଉପକୂଳରେ ଶିକ୍ଷା ସ୍ଥିତି ଏମିତି:୯ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ।

୩-ପୁରୀ :ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ଵ ସ୍ବତନ୍ତ୍ର ସୁରକ୍ଷା ବାହିନୀ ହାତରେ ରହିବ, ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା

୪-ଭୁବନେଶ୍ୱର:ଶବ ପରିବହନ ପାଇଁ ରହିବ କଲ ସେଣ୍ଟର ଭଳି ସୁବିଧା।

୫-ଭୁବନେଶ୍ୱର କେଶରୀନଗର ବସ୍ତି:ବିନା ମିଟର ରିଡିଙ୍ଗରେ ୧୮ ହଜାର ଟଙ୍କା ବିଲ୍ ; ବସ୍ତି ବାସିନ୍ଦାଙ୍କ ମୁଣ୍ଡରେ ଚଡକ।

୬-ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜ୍ବାଇଁଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ।

୭-ଭୁବନେଶ୍ୱର:ଲାଞ୍ଚ ମାମଲାରେ ଶରଣକୁଳ ଥାନା SI ଗିରଫ।

୮-ବୋରିଗୁମ୍ମା:ଗାଁରେ ହେଟା ବାଘ ଆତଙ୍କ, ଗୁହାଳେ ପଶି ବାଛୁରୀକୁ କଲା ଆକ୍ରମଣ

୯-ଭୁବନେଶ୍ୱର: ପାରମିତା ଶତପଥୀ ଓଡିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ନିଯୁକ୍ତ।

୧୦-ଭୁବନେଶ୍ୱର : ଆଜି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ।

୧୧-କିଟ୍ ପ୍ରବେଶିକା ପରୀକ୍ଷା KIITEE ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ହେଉଛି ପରୀକ୍ଷା ଆୟୋଜିତ।ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅପ୍ରେଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୨-ଭୁବନେଶ୍ୱର:ମାଲିକ ସଂଘକୁ ଯାତ୍ରା କଳାକାରଙ୍କ ଚେତାବନୀ, ବାସନ୍ଦ ଉଠାଅ;ନ ହେଲେ ଯାତ୍ରା ବନ୍ଦ।

୧୩-ଖୋଲିଲା ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପର ସବୁଠୁ ବଡ ଟନେଲ।

୧୪-ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି IAS କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

୧୫-ସୋର:କଲେଜଛକ ରାସ୍ତାରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ।

୧୬-ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ଜେଲ୍‌ରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ।

୧୭-ନୂଆଦିଲ୍ଲୀ:ଦୁଇ ଚକିଆ ଯାନ କିଣିଲେ ମିଳିବ ୨ଟି ମାଗଣା ହେଲମେଟ୍।

୧୮-ରେକର୍ଡ କରୁଛି ସୁନା ଦର ; ୧୦ ଗ୍ରାମ୍‌ ସୁନାର ମୂଲ୍ୟ ଟପିଲା ୯୮ ହଜାର ଟଙ୍କା।

୧୯-IPL:ସୁପର ଓଭରରେ ରାଜସ୍ଥାନକୁ ହରାଇ ଶୀର୍ଷରେ ଦିଲ୍ଲୀ।

୨୦-ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି।

୨୧-ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

୨୨-ୱାକଫ୍ ଆଇନ ଉପରେ ଗୁରୁବାର ପୁଣି ହେବ ‘ସୁପ୍ରିମ୍’ ଶୁଣାଣି, ସରକାରଙ୍କୁ କଡ଼ା ପ୍ରଶ୍ନ କଲେ ସୁପ୍ରିମକୋର୍ଟ, ଦେଲେନି ଅନ୍ତରୀଣ ରାୟ।

୨୩-ନୂଆ ଦିଲ୍ଲୀ:ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ ; ଆଉ ରହିବନି ସମସ୍ୟା, ଚୋରି ଭୟ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏