BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଜନେସ୍ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ

ଭୁବନେଶ୍ବର: ବିଜନେସ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ ଦି ମିଡିଲଟୋନ ଓପିଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ। ଏଥିରୁ ୧୦ ପ୍ରତିଯୋଗୀ ଗ୍ରାଣ୍ଡ ଫାଇନାଲ ପାଇଁ ଚୟନ କରାଯାଇଥିଲା। ଫାଇନାଲରେ ବିଜେତା ହୋଇଥିବା ପ୍ରତିଯୋଗୀଙ୍କୁ ମାଗାଜିନରେ ସ୍ଥାନ ଦିଆଯିବ।
ଏହି ଅବସରରେ ହ୍ୟାଲୋ ଭୁବନେଶ୍ବର.ଇନ ମ୍ୟାଗାଜିନ୍ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଙ୍ଗଓ୍ବେଲ କ୍ଲିନିକ୍ ଆଣ୍ଡ ସ୍ପାର ପ୍ରତିଷ୍ଠାତା ବିଜୟଲକ୍ଷ୍ମୀ ରାଉତ, ଚଳଚ୍ଚିତ୍ର ପ୍ରଯୋଜକ ମୋନିଷ ମନହୋର, ଏସଏପି’ର ପ୍ରତିଷ୍ଠାତା ସ୍ମୃତି ଦାଶ, ବିଜଟେକ୍ କ୍ରବ’ର ନିର୍ଦ୍ଦେଶକ ଜେବି ରମଣା, କୋରିଓଗ୍ରାଫର ଲିପ୍ସା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଏହି ଅଡିଶନକୁ ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା,ଦି ମିଡିଲଟୋନ୍ ଓପିଡି ଏବଂ ହ୍ୟାଲୋ ଭୁବନେଶ୍ବର ସହଯୋଗ କରୁଛନ୍ତି।