- ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’
- ୫୭୫.୭୭ କୋଟି ଟଙ୍କାର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ
- ସୁଡକ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ
ସୁରକ୍ଷିତ ଯାନ, ସୁରକ୍ଷିତ ଜୀବନ। ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦିଶା -୨ ପ୍ରକଳ୍ପ (୪୮୫ କି.ମି. ଦୈର୍ଘ୍ୟ) ର ଉଦଘାଟନ ଏବଂ ଦିଶା-୩ ପ୍ରକଳ୍ପ (୧୦୦୭ କି.ମି. ଦୈର୍ଘ୍ୟ) ର ଶିଳାନ୍ୟାସ କରିଛନ୍ତି। ଏଥିସହ ଯାଜପୁରରେ ପଞ୍ଜିକୃତ ଯାନ ସ୍କ୍ରାପିଂ କେନ୍ଦ୍ର, କଟକରେ ସ୍ୱୟଂ କ୍ରିୟ ପରୀକ୍ଷଣ… pic.twitter.com/izWMvl7nHu
— CMO Odisha (@CMO_Odisha) June 3, 2025
ଲୋକଙ୍କ ସରକାରରେ ରାଜ୍ୟରେ ସଡ଼କ ସୁରକ୍ଷା, ସୁରକ୍ଷିତ ଯାନବାହାନ ଚଳାଚଳ ବ୍ୟବସ୍ଥା ଆହୁରି ସୁଦୃଢ଼ ହେଉଛି। ଗାଡ଼ି ଚାଳକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। #ବିକଶିତଓଡ଼ିଶା@CTOdisha pic.twitter.com/oDB1UXX9GL
— CMO Odisha (@CMO_Odisha) June 3, 2025
"ଆମ ସରକାର ସବୁବେଳେ ଲୋକଙ୍କ ସହିତ ଅଛି। ସେଥିପାଇଁ ଆମ ସରକାରଙ୍କୁ ଜନସାଧାରଣ ଲୋକଙ୍କ ସରକାର ବୋଲି କହୁଛନ୍ତି। ଲୋକଙ୍କ ସରକାରରେ ଲୋକଙ୍କ ସହଭାଗିତା ବିନା ଯେକୌଣସି ବିକାଶମୂଳକ ତଥା ଲୋକାଭିମୁଖୀ ପଦକ୍ଷେପ ସଫଳ ହେବା ଅସମ୍ଭବ। ସରକାର ଆପଣମାନଙ୍କୁ ନେଇ ଆଗକୁ ବଢ଼ୁଛି ଓ ବଢ଼ିବ। ସରକାର ଉନ୍ନତ ବ୍ୟବସ୍ଥା ଆଣିବେ, ମାତ୍ର ଏହାକୁ ସଫଳ… pic.twitter.com/fM1jhqRuXV
— CMO Odisha (@CMO_Odisha) June 3, 2025