- ଏପ୍ରେଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ
- ଗ୍ରୀଷ୍ମପ୍ରବାହ ପାଇଁ ଏପ୍ରିଲ ୨୩ ରୁ କଲେଜ ଗୁଡିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ, ନିୟମିତ ପରୀକ୍ଷା ଚାଲିବ
ସ୍କୁଲ୍ ଛୁଟି ଘୋଷଣା | ୨୨ ଅପ୍ରେଲ, ୨୦୨୫
ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଅପ୍ରେଲ ୨୩ ତାରିଖ ଠାରୁ ଖରା ଛୁଟି ଘୋଷଣା କରାଯାଇଛି। ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ…
— I & PR Department, Odisha (@IPR_Odisha) April 22, 2025