BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଏମସି ନିର୍ବାଚନ ପାଇଁ କ°ଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୪।୩(ବ୍ୟୁରୋ): ବିଏମ୍‌ସି ନିର୍ବାଚନ ଲାଗି କଂଗ୍ରେସ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାମ ଘୋଷଣା କରିଛି। ପୂର୍ବାହ୍ନରେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଦଳ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ୱାର୍ଡ ପାଇଁ ଦଳୀୟ କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ପ୍ରାର୍ଥୀଙ୍କ ମଧ୍ୟରେ ୧୪ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

କର୍ପୋରେଟର ପ୍ରାର୍ଥୀ ଭାବେ କାଜଲ ମଣ୍ଡଳଙ୍କୁ ୧ନମ୍ବର ୱାର୍ଡ ପାଇଁ ମନୋନୀତ କରାଯାଇଥିବାବେଳେ ସୁକାନ୍ତି ଜେନା- ୩, ପ୍ରଦୀପ କୁମାର ପଟ୍ଟନାୟକ -୪, ସୁଜିତ କୁମାର ସାହୁ -୬, ମନୋଜ କୁମାର ମହାପାତ୍ର -୭, ଶ୍ରୀଧର ବଳିଆର ସିଂ- ୧୦, ଶୈଳବାଳା ମହାପାତ୍ର -୧୩, ସୁପ୍ରିୟା ମହାପାତ୍ର -୧୪, ଲିପ୍ସା ମହାନ୍ତି -୧୫, ନଗମା ଖାତୁନ ୧୬, ନିବାସ କୁମାର ଭୋଇ -୧୮ , ମଂଟୁ ମଲ୍ଲିକ -୨୪ , ପବିତ୍ର ଦାସ -୨୫, ପଦ୍ମିନୀ ମାରାଣ୍ଡି -୨୬, ଅନିଲ କୁମାର ଦାସ -୨୭, ଅଞ୍ଜଳି ସାହୁ -୨୮, ସ୍ମୃତି ରଞ୍ଜନ ତ୍ରିପାଠୀ- ୩୦, ମମତା ମଲ୍ଲିକ -୩୫, ଲିଜା ମହାନ୍ତି -୩୯, ପ୍ରତିମା ମହାନ୍ତି -୪୧, ପ୍ରଭାତ କୁମାର ପ୍ରତାପ ସିଂ- ୪୪,ବିଭୁ ପ୍ରସାଦ ଜେନା -୫୦, ନିବାସୀ ଦେଇ -୫୩, ପୁଷ୍ପିତା ଦାସ -୫୪, ସଂଜୟ କୁମାର ପରି ୫୬, ମିହିର ରଞ୍ଜନ ଆଚାର୍ଯ୍ୟ -୫୭, ଦେବୀ ପ୍ରସାଦ ସୱାଇଁ -୫୯, ନାରାୟଣ ଜେନା-୬୧ , ନିତିଶା ମହାନ୍ତି -୬୩ ଓ ଶିବାନୀ ଶିବଦର୍ଶିନୀ ମହାନ୍ତିଙ୍କୁ ୱାର୍ଡ ନମ୍ବର ୬୭ ପାଇଁ କର୍ପୋରେଟର ପ୍ରାର୍ଥୀ ଭାବେ କଂଗ୍ରେସ ମନୋନୀତ କରିଛି ।